*ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ରଜାମୁଣ୍ଡା ବିକଶିତ ଭାରତ ନିଶ୍ଚିତ ନିଯୁକ୍ତି ଆଯିବିକା ମିଶନ ଯୋଜନା ଖନନ କାର୍ଯ୍ୟ ତଦାରଖ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୭.୧୨.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ବୋଡ଼େନ ବ୍ଲକ୍ ରଜାମୁଣ୍ଡା ପୋଖରୀ ରେ ବିକଶିତ ଭାରତ ନିଶ୍ଚିତ ନିଯୁକ୍ତି ଆଯିବିକା ମିଶନ ଯୋଜନା ଖନନ କାର୍ଯ୍ୟ ତଦାରଖ କରିଛନ୍ତି। ପୂର୍ବରୁ ମନରେଗା ଯୋଜନା ରେ ଖନନ ହେଉଥିବା ବେଳେ ସରକାର ପକ୍ଷ ରୁ ଯୋଜନା ନାମ ପରିବର୍ତ୍ତନ କରିଥିଲେ। ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାସ ଖନନ କାର୍ଯ୍ୟ ସ୍ଥଳୀ କୁ ପରିଦର୍ଶନ କରି ଆବଶ୍ୟକ ଆନୁସାଙ୍ଗିକ ବ୍ୟବସ୍ଥା ତାଦରକ କରିଥିବା ବେଳେ ଶ୍ରମିକ ଙ୍କ ସହ ଆଲୋଚନା କରିଥିଲେ। ନିଜ ଗ୍ରାମ ନିଜ ଅଞ୍ଚଳ ରେ କାମ କରିବାର ଭିନ୍ନ ସ୍ଵାଦ ରହିଥିବା ବେଳେ ପ୍ରବାସୀ ଭାବରେ ନ ଯିବାକୁ ଆହ୍ବାନ କରିଥିଲେ। ଏହି ଗସ୍ତ ରେ ବୋଡ଼େନ ବିଡ଼ିଓ ଏବଂ ବ୍ଲକ ସ୍ତରୀୟ କର୍ମଚାରୀ ଯୋଗ ଦେଇଥିଲେ।
