ବିସ୍ମୟୀ ବାଳିକା ଦିବ୍ୟାଂଶୀ
ଆଚାର୍ଯ୍ୟ
ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଛେଳିଆ (କ)ଗ୍ରାମର ସନ୍ତୋଷ ଆଚାର୍ଯ୍ୟ ଙ୍କ କୁନିଝିଅ ଦିବ୍ୟାଂଶୀ ଅଟୋଳ ସ୍ମର୍ତ୍ତି କମିଟି ତରଫରୁ ନିଜର ବୋହୁମୁଖୀ ପ୍ରତିଭା ନିମନ୍ତେ ଅଟଳ ଓଡିଶା ଆଇକୋନ ଆୱାର୍ଡ 2025 ରେ ତାଙ୍କୁ EXCELLENCY AWARD ପ୍ରଦାନ କରାଯାଇଥିଲା l ବିଛୁଆତି ବଣରେ ମଲ୍ଲୀ ମୋହକିବା ପରି ଛୋଟ ବେଳୁ ତାର ବିଭିନ୍ନ କଳା ପ୍ରତିଭା ଜଣାପଡିଥିଲା l ମାତ୍ର ଅଢେଇ ବର୍ଷ ବୟସରେ ସେତାଙ୍କର ବୋହୁମୁଖୀ ପ୍ରତିଭା ନିମନ୍ତେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଥିଲେ l ଆଜିପର୍ଯ୍ୟନ୍ତ ପଚିଶରୁ ଅଧିକ ବିଭିନ୍ନ ଅନୁଷ୍ଠାନ ତୋରାଫୋରୁ ତାଙ୍କୁସମ୍ବର୍ଦ୍ଧନା କରାଯାଇଛି l
ମୟୁରଭଞ୍ଜ ବଡ଼ସାହିରୁ
ମଧୁସୂଦନ ପଣ୍ଡା, ଭଞ୍ଜଦୂତ ନିୟୁଜ
