*ନୂଆପଡା ଉପ ନିର୍ବାଚନ ପ୍ରଚାର ସରଗରମ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମତ ଦେବା ପାଇଁ ବିଭିନ୍ନ ରଣ କୌଶଳ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଚୁରିଆ ଦୈନିକ ୫ ରୁ ଉର୍ଦ୍ଧ ପଞ୍ଚାୟତ ପରିକ୍ରମା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ପ୍ରଚାର ସରଗରମ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମତ ଦେବା ପାଇଁ ବିଭିନ୍ନ ରଣ କୌଶଳ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଚୁରିଆ ଦୈନିକ ୫ ରୁ ଉର୍ଦ୍ଧ ପଞ୍ଚାୟତ ପରିକ୍ରମା କରୁଛନ୍ତି। ଆଜି ୯ ନମ୍ୱର୍ ଜିଲ୍ଲା ପରିଷଦ ଜୋନ ରେ ନିର୍ବାଚନ ପ୍ରଚାର କରିଛନ୍ତି। ନୂଆପଡ଼ା ବ୍ଲକ୍ ଦର୍ଲୀମୁଣ୍ଡା, ସାହିପଲ୍ଲା, ଖଇରାନି, କୋଟେନ୍ଚୁଆଁ, ଭରୁଆମୁଣ୍ଡା ଏବଂ ଧରମବନ୍ଧା ରେ ନିର୍ବାଚନ ପ୍ରଚାର କରିଛନ୍ତି। ଲୋକଙ୍କ ସମର୍ଥନ ବ୍ୟାପକ ରହିଥିବା ବେଳେ ଧୀରେ ଧୀରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ବିଜୟ ସୁନିଶ୍ଚିତ ହେବାରେ ଲାଗିଛି ବୋଲି ଜଗତସିଂହପୁର ବିଧାୟକ ଶାରଦା ପ୍ରସନ୍ନ ଜେନା ମତବ୍ୟକ୍ତ କରିଛନ୍ତି।
