*ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ନୂଆପଡ଼ା ପୋଲିସ, ଅଭିଯୋଗ ପାଇ ସ୍ଥିତି ଅନୁଧ୍ୟାନ,କର୍ମୀ ଏବଂ ପୋଲିସ ମଧ୍ୟରେ ଯୁକ୍ତି ତର୍କ, ପରିସ୍ଥିତି ନିୟନ୍ତ୍ରଣ*
ନୂଆପଡା (ମିଖାଏଲ ନନ୍ଦ)
ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ନୂଆପଡ଼ା ପୋଲିସ, ଅଭିଯୋଗ ପାଇ ସ୍ଥିତି ଅନୁଧ୍ୟାନ,କର୍ମୀ ଏବଂ ପୋଲିସ ମଧ୍ୟରେ ଯୁକ୍ତି ତର୍କ, ପରିସ୍ଥିତି ନିୟନ୍ତ୍ରଣ ହୋଇଅଛି। ଅଭିଯୋଗ ନେଇ ପୋଲିସ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ଜିଲ୍ଲା କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଲନୀ ଅନୁଷ୍ଠିତ ହୋଇଥିବା ବେଳେ ମହିଳା ଏବଂ ପୁରୁଷ କର୍ମୀ ମାନେ ସାମିଲ ହୋଇଥିଲେ।
