*ନୂଆପଡା ଉପ ନିର୍ବାଚନ ପ୍ରଚାର ସରଗରମ, ଦିବ୍ୟାଙ୍ଗ ସମର୍ଥକ ଡଗର ନାଏକ ଟ୍ରାୟ ସାଇକେଲ ରେ ନିର୍ବାଚନ ପଚାର*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ପ୍ରଚାର ସରଗରମ, ଦିବ୍ୟାଙ୍ଗ ସମର୍ଥକ ଡଗର ନାଏକ ଟ୍ରାୟ ସାଇକେଲ ରେ ନିର୍ବାଚନ ପଚାର କରୁଛନ୍ତି। ତାଙ୍କ ଉତ୍ସାହ ଦେଖି ଆମେ ଅଟକି ଯାଇଥିଲୁ ୩୫୩ ନମ୍ୱର୍ ଜାତୀୟ ରାଜପଥ ରେ ଖରୀଆର ରୋଡ ରୁ ଟ୍ରାୟ ସାଇକେଲ ରେ ବାହାରି ନିର୍ବାଚନ ପ୍ରଚାର କରି ଚାଲିଛନ୍ତି। ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଆହ୍ବାନ କରୁଛନ୍ତି। ତାଙ୍କ ଏହି ଉତ୍ସାହ ଦେଖି ବିଜେଡି କର୍ମୀ ମାନେ ମଧ୍ୟ ତାଙ୍କ ପାଖ ରେ ଛିଡା ହୋଇ ଭୋଟ ଭିକ୍ଷା କରିଥିଲେ।
