୫୫୦ କୁଣ୍ହା ସମାଜ ଝାରମୁଣ୍ଡା ଆନ୍ଚଲିକ ଗୁଡି ର ୪ର୍ଥ ପ୍ରତିଷ୍ଠା ଦିବସ/ବାର୍ଷିକୀ ଉତ୍ସବପାଳିତ
କୁଚିଣ୍ଡା……ଡିମିରି ମୁଣ୍ଡା ଛକରେ ଏହା ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏହି ବୈଠକରେ ଝାରମୁଣ୍ଡା ଆନ୍ଚଲିକ ଗୁଡି ର ସଭାପତି ଶ୍ରୀ ବସନ୍ତ ଛତ୍ରୀଆ, କୂଆଗୋଲା କେନ୍ଦ୍ର ଗୁଡି ସଭାପତି ଶ୍ରୀ ଧନେଶ୍ଵର ପଧାନ, କୁଚିଣ୍ଡା ମହାଗୁଡି ସଭାପତି ଶ୍ରୀ ଶୋଭା ରାମ ପଧାନ (ଲସା) ସମ୍ପାଦକ ଶ୍ରୀ ଲିଙ୍କନ କିଣ୍ଡୋ , ସମ୍ବଲପୁର ଜିଲ୍ଲା ସଭାପତି ଶ୍ରୀ ପଞ୍ଚାନନ ପ୍ରଧାନ, ରାଜ୍ୟ ଉପସଭାପତି ପୂର୍ବତନ ବିଧାୟକ କୁଚିଣ୍ଡା ଓ ଲାଇକେରା ନିର୍ବାଚନ ମଣ୍ଡଳୀ ଶ୍ରୀ ବୃନ୍ଦାବନ ମାଝି, ମହା ଗୁଡି ସମ୍ପାଦକ ଶ୍ରୀ ଲିଙ୍କନ କିଣ୍ଡୋ, ଲାଡ ଆଞ୍ଚଳିକ ଗୁଡି ସଭାପତି ଶ୍ରୀ ସୁବୋଧ ମାଝୀ, କୁଚିଣ୍ଡା ଏନ୍ ଏ ସି ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର କିସାନ, ସମ୍ପାଦକ ଶ୍ରୀ ଚୈତନ୍ୟ କାଉ , ବନ୍ଧପାଲି ଆନ୍ଚଲିକ ଗୁଡି ସଭାପତି ଶ୍ରୀ ଆଦିତ୍ୟ କିସାନ, ସୁବର୍ଣ୍ଣପାଲି ଆନ୍ଚଲିକ ଗୁଡି ସଭାପତି ଶ୍ରୀଦୂଖଵନ୍ଧୁ , କିସାନ, କଟିଙ୍ଗ ପାଣି ଆନ୍ଚଲିକ ଗୁଡି ସମ୍ପାଦକ ଶ୍ରୀ ପ୍ରଶାନ୍ତ କୀସାନ , ମାହାଲିଙ୍ଗକୂଦର ଆନ୍ଚଲିକ ଗୁଡି ସଭାପତି ଶ୍ରୀ ଭକ୍ତି ଚରଣ କିସାନ। ରେଙ୍ଗାଲବେଡା ଆନ୍ଚଲିକ ଗୁଡି ସମ୍ପାଦକ ଶ୍ରୀ ରମଣୀ କିସାନ , ମହାଗୁଡି ଉପ ସଭାପତି ଶ୍ରୀ କରୁଣାକର କିସାନ, ଝାରମୁଣ୍ଡା ଆନ୍ଚଲିକ ଗୁଡି ସମ୍ପାଦକ ଶ୍ରୀ ଭରତ ଚନ୍ଦ୍ର ମାଝୀ, ଉପଦେଷ୍ଟା ଶ୍ରୀ କର୍ମୂଚରଣ ବାଘ, ମହୀଳା ସଭାନେତ୍ରୀ ଶ୍ରୀମତୀ ଜେମା ଦେଇ ମାଝୀ, କମିଟି ସଭ୍ୟ ଯଥାକ୍ରମେ ଶ୍ରୀ ହରିପିଙ୍ଗ,ବିପ୍ର କିସାନ , ନବିନ ବାଘ , ସୁବୋଧ ପଧାନ, ଓ ମୀରା ନେତ୍ରୀ ଶ୍ରୀ ମତୀ ଜ୍ୟୋତି ଛତ୍ରୀଆ, ଶୁଷମା କିସାନ, ବିନୋଦିନୀ ବାଘ ,, କ୍ଷୀରୋଦିନି ମାଝୀ , ଶାନ୍ତିଲତା ମାଝୀ ପ୍ରମୂଖ ଯୋଗଦାନ ପୂର୍ଵକ ଝାରମୁଣ୍ଡା ଆନ୍ଚଲିକ ଗୁଡି ର ପ୍ରତିଷ୍ଠା ଉତ୍ସବ ସହ ସାମାଜିକ ପରିଚାଳନା ସମ୍ପର୍କରେ ପ୍ରଶ୍ନୋତ୍ତର ମାଧ୍ୟମରେ ଚର୍ଚ୍ଚା ହୋଇଥିଲା ଏହା ପରେ ସାମାଜିକ ନୀତି ନିୟମ ଉପରେ ଯଥାକ୍ରମେ ଶ୍ରୀ ପଞ୍ଚାନନ ପ୍ରଧାନ, ଶ୍ରୀ ଶୋଭା ରାମ ପଧାନ, ଶ୍ରୀ ଦୂଖବନ୍ଧୁ କିସାନ , ଭକ୍ତି ଚରଣ କିସାନ, ଶ୍ରୀ ବସନ୍ତ ଛତ୍ରୀଆ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ,ପରେ ରାଜ୍ୟ ଉପସଭାପତି ଶ୍ରୀ ବୃନ୍ଦାବନ ମାଝି ଆଗାମୀ ଦିନରେ ସମାଜର ବିକାଶ ସମନ୍ଧେ ରାଜ୍ୟ ସରକାରଙ୍କ ସାମୂହିକ ବିବାହ ଓ ଗରିବ ଲୋକଙ୍କ ଅଳ୍ପ ଖର୍ଚ୍ଚରେ ଏବଂ ସରକାରୀ ଖର୍ଚ୍ଚରେ ଵିଵାହ କରିବା ତଥା ସରକାରଙ୍କ ବିଭିନ୍ନ ଦକ୍ଷତା ଵିକାଶ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଅର୍ଥନୈତିକ ବିକାଶ ମୂଳକ କାର୍ଯ୍ୟକ୍ରମ ଏହାର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ।
