*ଭାରସାମ୍ୟ ହରାଇ ଓଲଟିଲା! ସ୍କୁଲ ବସ, ରାସ୍ତା ତଳକୁ ଓଲଟି ବସ ସଡ଼କ ଦୁର୍ଘଟଣା, ଜଣେ ଛାତ୍ର ଆହତ ଥିବା ବେଳେ ଅନ୍ୟ ଛାତ୍ର ସୁରକ୍ଷିତ ଥିବା ସୂଚନା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ବୋଡେ଼ନ ପେଟ୍ରୋଲ ପମ୍ପ ପାଖରେ ଓଲଟିଲା ଘରୋଇ ସ୍କୁଲ ବସ l ଛାତ୍ର ଛାତ୍ରୀ ନେଇ ସ୍କୁଲ ବସ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବୋଡେ଼ନ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ଠାରେ ରାସ୍ତା ତଳକୁ ଓଲଟି ପଡିଛି ସ୍କୁଲ ବସ l ଜଣେ ଆହତ ହୋଇଥିବା ବେଳେ ସମସ୍ତେ ସୁରକ୍ଷୀତ ଥିବା ସୂଚନା ମିଳିଛି। ଆଜି ଇମ୍ପ୍ରେରିଆଲ ପବ୍ଲିକ ସ୍କୁଲ ବସ ଆଜି ଶନିବାର ଶିକ୍ଷା ସାରି ଛାତ୍ର ଛାତ୍ରୀଙ୍କୁ ଘରକୁ ଛାଡୁଥିବା ବେଳେ ଭାରସାମ୍ୟ ହରାଇ ବସ ଦୁର୍ଘଟଣା ହୋଇଅଛି। ବସ ରେ ୨୫ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଥିବା ପ୍ରକାଶ କରିଛନ୍ତି।
