ଗୋ ମାଫିଆ ଙ୍କ ମନ ମାନି ପଣରୁ ଗୋମାତାଙ୍କ ଜୀବନ ଚାଲିଗଲା
ବଡ଼ଚଣା/(ନିପ୍ର)ରିପୋର୍ଟର,, ସୁଶାନ୍ତ କୁମାର ବେହେରା ଭଞ୍ଜଦୂତ ଖବର
ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନରେ ଯାଉଥିବା ଏନ୍ ଏଚ୍ ରାସ୍ତା ରେ ଏକ କଣ୍ଟେନର ଗାଡି ଜବତ କରିଥିଲେ ବଡ଼ଚଣା ଥାନା ଅଧିକାରିଣୀ କଣ୍ଟେନର କୁ ଖୋଲି ଦେଖିବା ବେଳେ 28ଟି ଗୋମାତାଙ୍କ ଜୀବନ ଚାଲି ଯାଇଥିବା ବେଳେ ଏହାକୁ ଦେଖି ଆଖିରେ ଆଖିଏ ଲୁହ କାନ୍ଦି କାନ୍ଦି କହୁଛନ୍ତି କି ଦୋଷ କରିଥିଲେ ଗୋମାତା ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଲା ଏ ଗୋ ମାଫିଆ ଙ୍କୁ କେବେ ଛାଡିବିନାହିଁ ଏବଂ ସାଧାରଣ ରେ ଚର୍ଚ୍ଚା ହୁଏ ଯେ ଏ ସରକାର ଗୋ ମାଫିଆ ଙ୍କ ସହ ହାତ ମିଳାଇଛନ୍ତି କାରଣ ବାରମ୍ବାର ଏହିଭଳି ହେଉ ଥିବା ସ୍ୱତେ ଏହି ଗୋ ଚାଲାଣ ପ୍ରତି ସରକାର ଙ୍କର କୌଣସି ଦୃଷ୍ଟି ଆକର୍ଷଣ କୁ ଆସୁ ନାହିଁ ଖୁଲମ ଖୁଲା ଗୋ ଚାଲାଣ ହେଉଥିବା ବେଳେ ଆଖି ବୁଜି ଦେଉଛନ୍ତି ସରକାର କିନ୍ତୁ ଏବେଠୁ ସଜାଗ ହୋଇଜାଆନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଅନୁରୋଧ ବଡ଼ଚଣା ଥାନା ଅଧିକାରିଣୀ କାନ୍ଦି ଛନ୍ତି ଓଡ଼ିଶା ବାସି କାନ୍ଦିବା ଆଗରୁ ନିଷ୍ପତ୍ତି ନିଅନ୍ତୁ ଗୋ ଚାଲାଣ ବନ୍ଦ କରନ୍ତୁ ଏହା ଆମ ସାଧାରଣ ଜନତାଙ୍କ ଅନୁରୋଧ ଓ ଚେତାବନୀ କହିଲେ ମଧ୍ୟ୍ୟ ଅତୃତ୍ୟ ହେବନି
