ସମ୍ବଲପୁର (ଭିକାରୀ ଚରଣ ) : ପୂର୍ବୋକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଯଥା ଦଳର ଉପସଭାପତି ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ଓ ବିଧାୟକ ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ଓ ବିଧାୟକ ସାରଦା ନାୟକ, ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟକ ନିଧି ସାମଲ, ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ, ବିଧାୟକ କଳିକେଶ ନାରାୟଣ ସିଂଦେଓ, ବିଧାୟକ ନଳିନୀ ପ୍ରଧାନ, ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ, ପୂର୍ବତନ ବିଧାୟିକା ଅଲକା ମହାନ୍ତି, ପୂର୍ବତନ ମନ୍ତ୍ରୀ ରିତା ସାହୁ, ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ବିଧାୟକ ସରୋଜ ମେହେର, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟକ ସୁଦର୍ଶନ ହରିପାଲ, ବିଧାୟକ ଅଧିରାଜ୍ ପାଣିଗ୍ରାହି, ପୂର୍ବତନ ବିଧାୟକ ମୁକେଶ ପାଲ, ପୂର୍ବତନ ବିଧାୟକ ଆୟୁବ ଖାନ, ପୂର୍ବତନ ସାଂସଦ ମହେଶ ସାହୁ, ପୂର୍ବତନ ବିଧାୟକ ଲମ୍ବୋଦର ଲମ୍ବୋଦର ନିଆଳ, ପୂର୍ବତନ ବିଧାୟକ ସୁବ୍ରତ ତରାଇ, ବିଧାୟକ ପ୍ରାର୍ଥୀ ରାଜେଦ୍ର ଛତରିଆ, ବିଧାୟକ ପ୍ରାର୍ଥୀ ରାଜଗାଙ୍ଗପୁର୍ ଅନିଲ ବାର୍ଲା, ବିଧାୟକ ଅଭିମନ୍ୟୁ ସେଠୀ, ସଞ୍ଜୟ ବାବୁଙ୍କ ସମେତ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ବିଭିନ୍ନ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ବୃନ୍ଦ, ଜିଲ୍ଲା ବିଜେଡି ସଭାପତି ବୃନ୍ଦ, ଯୁବ ଏବଂ ଛାତ୍ର ଜନତା ଦଳର ସଭାପତି ବୃନ୍ଦ, ମହିଳା, ଯୁବ ଛାତ୍ର ଜନତା ଦଳର ରାଜ୍ୟ ତଥା ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ବୃନ୍ଦ, ବିଭିନ୍ନ ଜିଲ୍ଲାରୁ ଆସିଥିବା ବିଜୁ ପ୍ରେମୀ, ବିଜୁ ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହା ସହ ସମ୍ବଲପୁର ର ବରିଷ୍ଠ ନେତା ବସନ୍ତ ମିଶ୍ର, ଆନନ୍ଦ ବଡଗୟାନ, ସୁରୁବାବୁ ମେହେର, ବେଣୁଧର ଦାସ, ଗୋକୁଳ ମେହେର, ଏମ୍ ଡି ସନାଉଳା, ଯୁବ ଜୋନ ସଭାପତି ଦେବାଶିଷ ପରିଡ଼ା, ଛାତ୍ର ରାଜ୍ୟ ସମ୍ପାଦକ ଅନମୋଲ ଦାସ, ମହିଳା ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ଉଷା ପ୍ରଧାନ, ମହାନଗର ସଭାନେତ୍ରୀ ସଂଯୁକ୍ତା ଦାସ, ସଂଗୀତା ସ୍ୱାଇଁ, ରଶ୍ମିରେଖା ତ୍ରିପାଠୀ, ଛାତ୍ର ସଭାପତି ଶୁଭ୍ରାଂଶୁ ପାଢ଼ୀ, ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଅନିତା ନାଏକ, କଳ୍ପନା ବେହେରା, ବୟଜନ୍ତି ପାଢ଼ୀ, ଆର୍ ସିବ କୁମୁରା, ଗୋପ ମହାନନ୍ଦ, ମୃତ୍ୟୁଞ୍ଜୟ ସାମଲ, ସୂର୍ଯ୍ୟକାନ୍ତ ସ୍ୱାଇଁ, ପ୍ରଦୀପ ମିଶ୍ର, ସୁରେନ୍ଦ୍ର ବିଶ୍ବାଳ, ତ୍ରିବେଣୀ ପଣ୍ଡା, ପାରୋ ମୁଣ୍ଡା, ସ୍ୱର୍ଣ୍ଣପ୍ରଭା ସ୍ୱାଇଁ, ପ୍ରମିଳା ପ୍ରଧାନ, ଭାସ୍କର ଦାସ, ବ୍ରମଦେବ ମହାନ୍ତି, ବିଜୟ ପଣ୍ଡା, କୈଳାସ କିସାନ, ଏମ୍ ଡି ଇଶାକ, ବିକ୍ରମାଦିତ୍ୟ ପଣ୍ଡା, ଧର୍ମରାଜ୍ ମରେଇ, ପ୍ରଦୋଷ ମହାନ୍ତି, ଏମ୍ ଡି ସିରାଜ୍, ଶୟଦ୍ ସାବୁଦ୍ଦିନ, ଅଫତାବ ଆଲମ୍, ଲିଲିମା ନାୟକ, ଶୁରେଖା ସାହୁଙ୍କ ସମେତ ହଜାର ସଂଖ୍ୟାରେ ସମ୍ବଲପୁର, ବୁର୍ଲା ଏବଂ ହୀରାକୁଦ ଅଞ୍ଚଳର ବିଭିନ୍ନ କର୍ମକର୍ତ୍ତା କର୍ମୀ ଓ ବିଜୁ ପ୍ରେମୀ ଉପସ୍ଥିତ ଥିଲେ।
