ବଳିଦାନ ଅବସରେ ଇନ୍ଧିରାଗାନ୍ଧୀ ଙ୍କୁ ଶ୍ରଦ୍ଧାଞ୍ଜଳି
ଶ୍ରୀରାମ କଲେଜ
ସୋରରେ ଉପସ୍ଥିତ ଶ୍ରୀରାମ +2 ସାଇନ୍ସ ଆବାସିକ କଲେଜ ପରିଶରରେ ପାଳିତ ହେଲା ପୂର୍ଵତନ ପ୍ରଧାନମନ୍ତ୍ରୀ ତଥା ଲୌହମାନଵୀ ଭାବେ ପରିଚିତ ସୂଗତ ଇନ୍ଦିରାଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ ବଳିଦାନ ଦିବସ ପାଳିତ ହୋଇଯାଇଛି! ଏହି ଅବସରରେ ଇନ୍ଦିରାଗାନ୍ଧୀଙ୍କ ଜୀବନୀ,ଦେଶ ପ୍ରତି ତାଙ୍କର ଅବଦାନ ଓ ତୀୟାଗପୂତ ଜୀବନ ସମ୍ପର୍କରେ ସ୍ମତିଚ୍ରାରଣ କରାଯାଇଥିଲା!ଦେଶର ଏକତା ଅଖଣ୍ଡତା ଓ ସାର୍ଵଭୌମତ୍ୱ ରକ୍ଷା ଦିଗରେ ତାଙ୍କର ଭୂମିକାକୁ ସ୍ମରଣ କରିଥିଲେ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପିକ ଅଧ୍ୟାପିକା ଓ ନନ୍ନ ଟିଚିଙ୍ଗ ଷ୍ଟାଫ ଯୋଗ ଦେଇ ଦିବଂଗତ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଆଦର୍ଶ ଓ ଦେଶ ପ୍ରେମର ଭାବନାକୁ ଆପଣାଇବାକୁ ଶପଥ ନେଇଥିଲେ।
=> Reporting Rajib Mohapatra
MOB-9583655085
Balasore
