ରାଜ୍ୟ ମହିଳା କଂଗ୍ରେସ ସଭାପତି।ଜଳେଶ୍ୱର ଦୁଷ୍ମର୍ମ ଘଟଣା କୁ ନେଇ ମହିଳା ମାନଙ୍କୁ ନ୍ୟାୟ ଦାବୀ
ଘଟଣା କୁ ନେଇ ଓଡ଼ିଶାରେ ବିଜେପି ସରକାର ରହିଛି। ଆଦିବାସୀ, ଦଳିତ ଓ ଯୁବତୀ ଙ୍କୁ ମହିଳାଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେବା ଆବଶ୍ୟକ କୋହିଲେ ମିନାକ୍ଷୀ ବାହିନୀପତି ରାଜ୍ୟ କଂଗ୍ରେସ ମହିଳା ସଭାପତି। ଜଳେଶ୍ୱର ରେ ଯୁବତୀ ଙ୍କୁ ଦୁଷ୍କର୍ମ ଘଟଣା କୁ ନେଇ ଗର୍ଜିଲା କଂଗେସ।
। ମାଟି ଓ ମାତୃଶକ୍ତିକୁ ସମ୍ମାନ ଦେବା ସହ ମହିଳାମାନେ ନ୍ୟାୟ ଓ ନିଯୁକ୍ତି ପାଇଁ ଯେଉଁ ଦାବି କରୁଛନ୍ତି, ସେଥିପ୍ରତି ସରକାର ଗୁରୁତ୍ୱ ଦେବା ଉଚିତ।
ରାଜ୍ୟରେ ବାରମ୍ବାର ମହିଳାଙ୍କ ସହ ଘଟୁଥିବା ଘଟଣାକୁ ନେଇ ସରକାର କାହିଁକି ସଚେତନ ହେଉନାହାନ୍ତି? ମହିଳା ସୁରକ୍ଷିତ ରହିଲେ ଆମ ରାଜ୍ୟ, ଜିଲ୍ଲା ଓ ଦେଶ ସୁରକ୍ଷିତ ରହିବ।
ମହିଳା କଂଗ୍ରେସ ପକ୍ଷରୁ ଆମେ ବାରମ୍ବାର ଏହି ପ୍ରସଙ୍ଗ ଉଠାଇଛୁ। ପୁଲିସ ପ୍ରଶାସନ ପାଖରେ ଦାବି ଜଣାଇବା ସହ ଘେରାଉ ମଧ୍ୟ କରିଛୁ। ତଥାପି ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉନଥିବା ଆମର ଅଭିଯୋଗ।
ଗଣମାଧ୍ୟମ ଜରିଆରେ ଆମେ ସରକାରଙ୍କୁ ଅନୁରୋଧ କରୁଛୁ, ଏବେ ଚେତନ୍ତୁ। ମହିଳାଙ୍କୁ ସମ୍ମାନ ଦିଅନ୍ତୁ ଏବଂ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ।
କୌଣସି ଘଟଣାରେ ପୀଡ଼ିତା ଓ ତାଙ୍କ ପରିବାର ଯେପରି ନ୍ୟାୟ ପାଇପାରିବେ, ସେଥିପାଇଁ ସରକାର ଓ ପୁଲିସ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନିଅନ୍ତୁ। ପୀଡ଼ିତାଙ୍କ ପରିବାରକୁ ସମ୍ମାନ ଦେବା ସହ ନ୍ୟାୟ ପ୍ରଦାନ କରାଯାଉ।, କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
