ଦ୍ୱିତୀୟ ଥର ପାଇଁ CMD କ୍ଲବ୍ ସଦସ୍ୟ ହେଲେ ଭଜାରାମ ରଣା
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଭୁବନେଶ୍ୱର: ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସର ଶ୍ରୀ ଭଜରାମ ରାଣା ଦ୍ୱିତୀୟ ଥର ପାଇଁ CMD କ୍ଲବ୍ ସଦସ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି। ଭୁବନେଶ୍ୱର RO ଅଧୀନରେ CMD କ୍ଲବ୍ରେ ସ୍ଥାନ ପାଇଥିବା ମାତ୍ର ୫ ଜଣ ଏଜେଣ୍ଟଙ୍କ ମଧ୍ୟରୁ ଶ୍ରୀ ରାଣା ଅନ୍ୟତମ।
ତାଙ୍କର ଏହି ସଫଳତା ପାଇଁ ସହକର୍ମୀ ଓ ଶୁଭେଚ୍ଛୁମାନେ ଅଭିନନ୍ଦନ ଜଣାଇବା ସହ ଗର୍ବ ପ୍ରକାଶ କରିଛନ୍ତି। ତାଙ୍କର ନିଷ୍ଠା, ପରିଶ୍ରମ ଓ ଉତ୍ସର୍ଗୀକୃତ ସେବା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।
