**ମୁକ୍ତ ବିଚାର ମଞ୍ଚର ୭୯ ତମ ଆଲୋଚନା ଚକ୍ର: ସ୍ୱେଚ୍ଛାସେବୀ ଅନୁଷ୍ଠାନର ସୁଦୃଢ଼ୀକରଣରେ FCRA ର ଭୂମିକା*
ନୂଆପଡା(ମିଖାଏଲ ନନ୍ଦ) ତା:୦୪.୦୯.
ମୁକ୍ତ ବିଚାର ମଞ୍ଚ ୭୯ ତମ ଆଲୋଚନା ଚକ୍ର, ବିଦେଶୀ ଅବଦାନ ଆଇନ କୁ କଡାକୁଡ଼ି ପ୍ରୟୋଗ ସ୍ୱେଚ୍ଛାସେବୀ ଅନୁଷ୍ଠାନ କୁ ସୁଦୃଢ଼ କରିବ -୨ ଆଲୋଚ୍ୟ ବିଷୟ ରେ ଗୁରୁତ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଖଡ଼ିଆଳ ପାଟଣା କ୍ଷେତ୍ରୀୟ ସମାଜ ଭବନ ଠାରେ ପ୍ରତି ମାସ ଭଳି ଚଳିତ ମାସ ଏହି ଆଲୋଚନା ହୋଇଅଛି। ସପକ୍ଷବାଦୀ ଓ ବିପକ୍ଷବାଦୀ ଆଲୋଚକମାନେ ଯୋଗ ଦେଇଥିଲେ। ସଭାରେ ମୁକ୍ତ ବିଚାର ସ୍ଥାୟୀ ସଭାପତି ଶ୍ରୀକାନ୍ତ ଚାଟ୍ଟାର୍ଜୀ ଅଧ୍ୟକ୍ଷତା କରିଥିବା ବେଳେ ଆଲୋଚକ ରୂପେ ଅବସର ପ୍ରାପ୍ତ କୃଷି ଓ ସମବାୟ ନିର୍ଦ୍ଦେଶକ ବିନୟ କୁମାର ପତି ଯୋଗଦେଇଥିଲେ। ୟାର୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଭାପତି ମହେନ୍ଦ୍ର କୁମାର ଯୋଶୀ,ଵଧିବକ୍ତା କିଶୋର ବାଗ ସ୍ୱାଗତ ଓ ଅତିଥି ପରିଚୟ ରଖିଥିବା ବେଳେ ସମାଜସେବୀ ବିମଳ କୁମାର ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ। ଆଲୋଚନା ଚକ୍ର ରେ ଲୋହିତାକ୍ଷ ଯୋଶୀ, ସାମୁଏଲ ଦାନୀ, ଡଃ. ସୁଶାନ୍ତ କୁମାର ବିଶି, ଅବନୀ କୁମାର ଯୋଶୀ, ମିନା ସା, ହିମାଂଶୁ ପୋଡ, ଆଦିତ୍ୟ ନାରାୟଣ ପଣ୍ଡା,ପ୍ରବୀଣ ଠାକୁର, ରାମ ଚନ୍ଦ୍ର ବେହେରା, ଯୋଗ ଦେଇଥିବା ବେଳେ ମହେନ୍ଦ୍ର କୁମାର ଜଗତ ମଧ୍ୟ ଯୋଗ ଦେଇଥିଲେ। ପରକ୍ଷିତ ଟାଇଗର କଲେଜ ଛାତ୍ର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହୋଇଥିଲା।
