କୋରାପୁଟ /04/09/2026
ଗଂଜେଇ ଚାଷୀ ଙ୍କୁ ଧରିଲା ପlଡୁଆ ପୋଲିସ ଏସ ପି ଙ୍କ ପ୍ରେସମିଟ ରେ ଖୁଲାସା ହୋଇଛି lଏଥର ପୋଲିସ ସିଧା ସଳଖ ଟାର୍ଗେଟ କରିଛି ଗଂଜେଇ ଚାଷୀଙ୍କୁ ଜିଲ୍ଲା ର ଗଂଜେଇ ଚାଷର ଚରାଭୂଇଁ କୁହାଯାଉଥିବା ପlଡୁଆ ଅଚଳ ରେ ଏଥର ସିଧା ପ୍ରହାର କରିଛି l ସ୍ଥାନୀୟ ପୋଲିସ ର ସାହାଯ୍ୟ ରେ ଦିଶାରୀ ଗୁଡା ଗ୍ରାମରେ ପ୍ରାୟ 10,ଏକର ଜମି ରେ ଚାଷ କରାଯାଉଥିବା 12ପ୍ରାୟ ହଜାର ଗଂଜେଇ ଗଛ କୁ ଜବତ କରିଛି l ଦିଶାରୀ ଗୁଡା ର ଜୟରାମ ଗେମେଲବୟସ (30)(2)ଲେଞ୍ଜି ଗୁଡା ର ହସ୍ୟl ଖରା ବୟସ (45)(3) ଲେଞ୍ଜି ଗୁଡ଼ାର ଘlସି ଗେମେଲବୟସ (42) ପୋଲିସ ଗିରିଫ କରିଛି କେସ ନମ୍ବର 88 03/2026ରେ ରେ କେସ ପlଡୁଆ ପୋଲିସ ଦlୟର କରି ତଦନ୍ତ ଅବ୍ୟାହତ ରଖିଥିବା କୋରାପୁଟ ଏସପି ରୋହିତ ବର୍ମା ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଏହା ପ୍ରlକଶ କରିଛନ୍ତି l କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
