*କୋମନା ଗୌଡପଡ଼ାର ଜଣକ ଘରୁ ଏକ ବିରାଟ ଅଜଗର ସାପ ଉଦ୍ଧାର, ସାପ ୮ ଫୁଟ। ଥିବା ବେଳେ ଅଜଗର ଉଦ୍ଧାର କରି ଜଙ୍ଗଲକୁ ନେଇ ଛଡା ଯିବା ସୂଚନା*
ନୂଆପଡା(ମିଖାଏଲ ନନ୍ଦ)
ତା:୦୨.୦୯.
ନୂଆପଡ଼ା ଜିଲ୍ଲା କୋମନା ଗୌଡପଡ଼ାର ନିବାସୀ ଜଣକ ଘରୁ ଏକ ବିରାଟ ଅଜଗର ସାପ ଉଦ୍ଧାର କରା ଯାଇଛି l ସୂଚନା ପାଇ କୋମନା ବନ ବିଭାଗର କର୍ମଚାରୀମାନେ ପହଞ୍ଚି ଅଜଗରକୁ ଉଦ୍ଧାର କରି ନିକଟସ୍ଥ ତନ୍ଦୂଳ ଜଙ୍ଗଲରେ ଛାଡି ଦେଇଛନ୍ତି l ଅଜଗରର ଲମ୍ବ ୮ ଫୁଟ ଥିବା ବେଳେ ଓଜନ ୧୫ କିଲୋଗ୍ରାମ ଓଜନ ରହିଅଛି। ସାପ ସୁରକ୍ଷା ନେଇ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ନିକଟସ୍ଥ ତନ୍ଦୂଳ ଜଙ୍ଗଲରେ ଛାଡି ଦେଇଥିବା ବନ ବିଭାଗ ପକ୍ଷ ରୁ ପ୍ରକାଶ।
