-,ଡ୍ରେନ, ସଫଳ ନଥିବା ରୁ ହୋଟେଲ ମାଲିକ….ପୋଡଶୀ, ଅମାନୁଷିକ ଭାବ ଆକ୍ରମଣ
– ( କୋରାପୁଟ)
Date – 24-08-2026
କୋରାପୁଟ ଜିଲ୍ଲା ..ଲକ୍ଷ୍ମୀପୁର ରେଳବାଇ ଛକ ରେ ଥିବା ଲଳିତ ସୁବୁଦ୍ଧି ନାମକ ଜଣେ ହୋଟେଲ ମାଲିକ ଙ୍କ ଅମାନୁଷିକ କାଣ୍ଡ ଦେଖିବାକୁ ମିଳିଛି…. ପ୍ରବଳ ବର୍ଷାରେ ଲଳିତ ଙ୍କ ପଡୋଶୀ ଦୋକାନୀ ଡ୍ରେନ ସଫା କରୁଥିବା ବେଳେ ଡ୍ରେନ ର ଓଳିଆ ଗୁଡିକ ଆମ ହୋଟେଲ ଆଡ଼େ କାହିଁକି ଛାଡ଼ୁଛ କହି ବଚସା ହେବା ପରେ ହୋଟେଲ ଭିତରେ ରଖିଥିବା ଏକ ଧାରୁଆ ଅସ୍ତ୍ର ଘାଗଡା ଟିଏ ଆଣି ମହିଳା ଙ୍କୁ ହାଣି ଦେଇଥିଲା… ଗୁରୁତ୍ୱ ର ଆହତ ମହିଳା ହାରାବତୀ ସାହୁ ଙ୍କୁ ଗୁରୁତ୍ୱ ର ଅବସ୍ଥା ରେ ଲକ୍ଷ୍ମୀପୁର ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ଏସ ଏଲ ଏନ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଛି… ହାରାବତୀଙ୍କ ମୁଣ୍ଡ ରେ ହାଣି ଦେଉଥିବା ସମୟରେ ସେ ହାତ ରେ ଅଟକାଇବାକୁ ଚେଷ୍ଟା କରିବା ସମୟରେ ଦୁଇଥର ହାତରେ ହାଣି ଦେଇଥିଲା ଲଳିତ….ହାରା ବତୀ ଙ୍କୁ ହାଣିବା ପରେ ଅଭିଯୁକ୍ତ ଲଳିତ ଥାନାରେ ଆତ୍ମ ସମର୍ପଣ କରିଛି… ଲକ୍ଷ୍ମୀପୁର ପୋଲିସ ଘାଗଡା ଟିକୁ ଜବତ କରିବା ସହ ଅନୁସନ୍ଧାନ ଜାରି ରଖାଯାଇଛି କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
