*ପ୍ରବଳ ବର୍ଷା ଯୋଗୁଁ ଲୋୟର ଇନ୍ଦ୍ର ଡ୍ୟାମ୍ର ଜଳଭଣ୍ଡାରରୁ ଆଜି (୧୮ ଅଗଷ୍ଟ ୨୦୨୬) ଅପରାହ୍ନ ୨ଟାରୁ ବନ୍ୟାଜଳ ନିଷ୍କାସନ କରାଯିବ।*
ନୂଆପଡା (ମିଖାଏଲ ନନ୍ଦ)
ତା-୧୮/୦୮
ନୂଆପଡା ଜିଲ୍ଲା ରେ ପ୍ରବଳ ବର୍ଷା ଯୋଗୁଁ ଲୋୟର ଇନ୍ଦ୍ର ଡ୍ୟାମ୍ର ଜଳଭଣ୍ଡାରରୁ ଆଜି (୧୮ ଅଗଷ୍ଟ ୨୦୨୬) ଅପରାହ୍ନ ୨ଟାରୁ ବନ୍ୟାଜଳ ନିଷ୍କାସନ କରାଯିବ। ଜନସାଧାରଣଙ୍କୁ ସତର୍କ ରହିବା ସହ ନଦୀ ଓ ଜଳାଶୟ ନିକଟକୁ ନଯିବାକୁ ଲୋୟର ଇନ୍ଦ୍ର ଅଧିକ୍ଷଣ ଯନ୍ତ୍ରୀ, ଖଡ଼ିଆଳର ତଳି ଅଞ୍ଚଳ ବାସି ସମସ୍ତଙ୍କୁ ଅନୁରୋଧ କରିଛନ୍ତିl ଲୋୟର ଇନ୍ଦ୍ର ଅଧିକ୍ଷଣ ଯନ୍ତ୍ରୀ, ପଚାରିବାରୁ ଗୋଟିଏ ଗେଟ ଖୁଲାଯିବ ବୋଲି ମନ୍ତ୍ୟବ୍ୟ ଦେଇଛନ୍ତି।
