ଗଜପତି ( ସାମ୍ବାଦିକ ଟିକି ଲିମା)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ପଞ୍ଚାୟତ ଗାଇବା ପୋଲିସ ଫାଣ୍ଡି ରେ ଆଜି 80ତମ ସ୍ୱାଧୀନତା ଦିବସ ପାଳନ କରାଗଲା ଗାଇବା ଫାଣ୍ଡିର ନେତୃତ୍ୱ ନେଇଥିବା ଏସ ଆଇ ସୁରେନ୍ଦ୍ର ସେଠି ପତକା ଉତ୍ତଳନ କରି ଆଡମ୍ବର ସହ ପାଳନ କରିଲେ | ଗାଇବା ଫାଣ୍ଡି ର ସମସ୍ତ କର୍ମଚାରୀ ମାନଙ୍କ ଉପସ୍ଥିତ ରେ ଆଜି ସ୍ୱାଧୀନତା ଦିବସ ପାଳନ କରାଗଲା. ଗାଇବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଛାତ୍ର ଛାତ୍ରୀ ଓ ଗ୍ରାମର ଯୁବକ ମାନଙ୍କ ଉପସ୍ଥିତୀରେ ଏସ ଆଇ ସୁରେନ୍ଦ୍ର ସେଠି ଛାତ୍ର ଛାତ୍ରୀ ଙ୍କୁ ସ୍ୱାଧୀନତା ଦିବସ ଉପଲକ୍ଷେ ଚକୋଲେଟେ ବଣ୍ଟନ କରି ଛାତ୍ର ଛାତ୍ରୀ ଙ୍କ ସହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆସି ସେହି ବିଦ୍ୟାଳୟ ର କାର୍ଯ୍ୟକ୍ରମରେ ଯୋଗ ଦେଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ.
