ଧର୍ମଶାଳା ବିକାଶ ପରିଷଦ କାର୍ଯ୍ୟଳୟ ଜାରକା ଠାରେ ୮୦ ତମ ସ୍ବାଧୀନତା ଦିବସ ପାଳିତ
ରିପୋର୍ଟ _ ନିରୋଜ କୁମାର ସେଠୀ
ଯାଜପୁର ଜିଲ୍ଲା ଧର୍ମ ଶାଳା ବ୍ଲକ ଅନ୍ତର୍ଗତ ଧର୍ମ ଶାଳା ବିକାଶ ପରିଷଦ କାର୍ଯ୍ୟଳୟ ଜାରକା ଠାରେ ପ୍ରବିତ୍ର ୮୦ ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି । ବିକାଶ ପରିଷଦ ର ସଭାପତି ଶ୍ରୀକାନ୍ତ ସାହୁ ଙ୍କ ଉପସ୍ଥିତି ରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।ଏକ ସମୃଦ୍ଧ ଓ ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଆମେ ମିଳିତ ଉଦ୍ୟମକୁ ଓ ଆହୁରି ଶକ୍ତି ଶାଳି କରିବାକୁ ପଡିବ ବୋଲି ତାଂକ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅନେକ ବୁଦ୍ଧିଜୀବୀ,ଯୁବ ବନ୍ଧୁ, ସ୍ବେଛାସେବୀ ମାନେ ଯୋଗଦେଇ ଥିଲେ।
