ହର ଘର ତ୍ରିରଙ୍ଗା ପାଳନ କଲେ ଆଦିବାସୀ ମହାବିଦ୍ୟାଳୟ ଛାତ୍ର, ଛାତ୍ରୀ ଓ ବିଜେପି କର୍ମୀ।
ବାଲିଗୁଡା, (ନି, ପ୍ର ) ୧୨, 0୮, ୨୬ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ଛାତ୍ର, ଛାତ୍ରୀ ଓ ପଜେପି କର୍ମୀ ମିଳିତ ରେ ହର ଘର ତ୍ରିରଙ୍ଗା ପାଳନ ହୋଇଯାଇଛି। ଏହି ହରଘର ତ୍ରିରଙ୍ଗା ପ୍ରଥମେ ଆଦିବାସୀ ମହାବିଦ୍ୟାଳୟ ରୁ ଆରମ୍ଭ କରି ବସ୍ ଷ୍ଟାଣ୍ଡ ପ୍ରଯ୍ୟନ୍ତ ପଦ ଯାତ୍ରା କରିଥିଲେ। ଏହି ପଦ ଯାତ୍ରାରେ ୨୦୦ରୁ ଅଧିକ ଛାତ୍ର, ଛାତ୍ରୀ ଓ ପଜେପି କର୍ମୀ ଉପସ୍ଥିତ ଥିଲେ ତାହା ସହିତ ବିଜେପି ଜିଲ୍ହା ସଭାପତି ପଣ୍ଡିତ ବିସମାଝୀ ଯୋଗ ଦେଇ ଛାତ୍ର, ଛାତ୍ରୀ ଙ୍କୁ ଉଚ୍ଛର୍ଗ କରିଥିଲେ।ଏହି ପଦ ଯାତ୍ରା ରେ ୫୦୦ଶହ ମିଟର ର ତ୍ରିରଙ୍ଗା ଦେଶ ଭକ୍ତି କୁ ଦର୍ଶାଇଥିଲା।
