*ନୂଆପଡ଼ା – ଧରମବନ୍ଧା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ମହିଳା ଆଟେନଡେଣ୍ଟ ମମତା ମାଝୀ ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା, ଘଟଣା ତଦନ୍ତ ଆରମ୍ଭ*
ନୂଆପଡା (ମିଖାଏଲ ନନ୍ଦ)
ତ:୦୮.୦୮.
ନୂଆପଡ଼ା – ଧରମବନ୍ଧା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ମହିଳା ଆଟେନଡେଣ୍ଟ ମମତା ମାଝୀ ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା, ଘଟଣା ତଦନ୍ତ ଆରମ୍ଭ। ମମତା ମାଝୀ ବେକରେ ଶାଢ଼ୀ ବାନ୍ଧି ଏଏନଏମ କ୍ୱାର୍ଟରଟରରେ ଆତ୍ମହତ୍ୟା କରିଥିବା ଅଭିଯୋଗ l ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ସନ୍ଦେହ l ଅଭିଯୁକ୍ତ ପ୍ରେମିକ ଥାନାରେ ଅଟକ ରହିଅଛି। ଧରମବନ୍ଧା ଫାଣ୍ଡି ପକ୍ଷ ରୁ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।
