ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ୫୮ବର୍ଷ ରେ ପଦାର୍ପଣ
(ନିପ୍ର ଗୋକୁଳାନନ୍ଦ ବେହେରା)ଓଡ଼ିଶା ରେ ବିଭିନ୍ନ ଜିଲ୍ଲା ରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସେଥି ମଧ୍ୟରୁ ପରଜଙ୍ଗ ବ୍ଲକ ରେ ଅଷ୍ଟଶମ୍ଭୁ ମନ୍ଦିର ରେ ୧୦୮ଦୀପଦାନ, ଫଳ ବଣ୍ଟନ, ପରଜଙ୍ଗ ବ୍ଲକ ର କନ୍ତୋର ଗ୍ରାମ ପଞ୍ଚାୟତ ର ପୋଖରୀ ହୁଡ଼ା ରେ ଲୋକମାନଙ୍କ ଦ୍ୱାରା ଆୟୋଜିତ ୭୫ଟି ନଡ଼ିଆ ଚାରା ରୋପଣ ଗ୍ରାମବାସୀ ଙ୍କ ଦ୍ଵାରା କରାଯାଇଛି,ଏଥିରେ ଆମ ପରଜଙ୍ଗ ର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ବିଭୁତି ଭୁଷଣ ପ୍ରଧାନ ଭାଇ ପ୍ରଥମ ନଡ଼ିଆ ଚାରା ଲଗାଇ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମ ଦିବସ ରେ ଏକ ପେଡ ମା କେ ନାମ୍ କାର୍ଯ୍ୟକ୍ରମ କରି ଶୁଭ ମନାସିଛନ୍ତି, ଭାରତୀୟ ଜନତା ପାର୍ଟି ର ଯୁବମୋର୍ଚା ତରଫରୁ ରକ୍ତଦାନ ଶିବିର ଆୟୋଜନ ପରଜଙ୍ଗ ମହାବିଦ୍ୟାଳୟ ରେ କରାଯାଇଥିଲା ଏଥିରେ ମାନନୀୟ ବିଧାୟକ ଶ୍ରୀଯୁକ୍ତ ବିଭୁତି ଭୁଷଣ ପ୍ରଧାନ ରକ୍ତଦାନ ଜୀବନ ଦାନ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ତାପରେ ପରଜଙ୍ଗ ବ୍ଲକ ବିଡ଼ିଓ ମହାଶୟ ଦ୍ୱାରା ଆୟୋଜିତ ସ୍କିଲି ଇଣ୍ଡିଆ ତତଫରୁ କଲେଜ ର ଛାତ୍ର ଛାତ୍ରୀ ଙ୍କୁ ଦକ୍ଷତା ବିକାଶ ବିଷୟ ରେ ଓ ପିଲାଙ୍କୁ ଦକ୍ଷତା ଟ୍ରେନିଙ୍ଗ ପାଇଁ certificate ବିଧାୟକଙ୍କ ଦ୍ୱାରା ପ୍ରଦାନ କରାଯାଇ ଥିଲା, ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ବିଭୁତି ଭୁଷଣ ପ୍ରଧାନ, ପରଜଙ୍ଗ ବ୍ଲକ ଚେୟାର ପର୍ସନ ଶ୍ରୀମତୀ ସର୍ମିଷ୍ଠା ଦଳବେହେରା, ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଯଶସ୍ଵିନି ରାଉତ, ପରଜଙ୍ଗ ବ୍ଲକ ବିଡ଼ିଓ ସୌଭାଗ୍ୟ କୁମାର ବେହେରା ଓ କଲେଜ principal Madam ସନ୍ମାନିତ ଅତିଥି ଓ ପରଜଙ୍ଗ ବ୍ଲକ ର ଜନ ସାଧାରଣ ,ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ
