*ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବିଜୁ ଯୁବ ଛାତ୍ର ଜନତା ପକ୍ଷ ରୁ ସହାୟତା ଡେକ୍ସ ଯୁକ୍ତ ତିନି ଛାତ୍ର ଛାତ୍ରୀଙ୍କ ନାମ ଲେଖା ଆରମ୍ଭ, ଯୁବ ବିଦ୍ୟାର୍ଥୀଙ୍କୁ ସହାୟତା କରିବା ନେଇ ଆହ୍ବାନ କଲେ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୪.୦୬.
ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବିଜୁ ଯୁବ ଛାତ୍ର ଜନତା ପକ୍ଷ ରୁ ସହାୟତା ଡେକ୍ସ ଯୁକ୍ତ ତିନି ଛାତ୍ର ଛାତ୍ରୀଙ୍କ ନାମ ଲେଖା ଆରମ୍ଭ, ଯୁବ ବିଦ୍ୟାର୍ଥୀଙ୍କୁ ସହାୟତା କରିବାକୁ ଆହ୍ବାନ କରିଥିଲେ। ଜିଲ୍ଲା ଯୁବ ସଭାପତି ମନୋଜ ଦୀପ, ଜିଲ୍ଲା ଛାତ୍ର ସଭାପତି ସୁବେର ସିଂ ଦେଓ, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ 3ବନ୍ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇ ଯିବ ବିଦ୍ୟାର୍ଥୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଥିଲେ। ଶିକ୍ଷା ସହ ବର୍ତ୍ତମାନ ସମାଜ, ଦେଶ ଏବଂ ରାଜ୍ୟ ପାଇଁ ତାଙ୍କ କର୍ତ୍ତବ୍ୟ ଉପରେ ଅବଗତ କରିଥିଲେ।
