ଘରେ କଳାକନା ବୁଲେଇଦେଲା ଚୋର (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ) ଢେଙ୍କାନାଳ ଗଁନ୍ଦିଆ ବ୍ଲକ କରମୂଳ ଗ୍ରାମର ସବୁଠୁ ବଡ଼ ଖବର ରାତି ଅଧରେ ଘରେ ପଶି କଳାକନା ବୁଲେଇଦେଲେ ଚୋର ଏଭଳି ଘଟଣା ଦେଖିବାକୁ ମିଳିଛି ନରେଶଚନ୍ଦ୍ର ସାହୁ ଘରେ ତିନି ଦିନ ହେଲା ସେ ଘରେ ନଥିଲା ବେଳେ ଘରୁ ରାତି ଅଧରେ ଚୋର ପଶି ଚୋରି କରି କଳାକନା ବୁଲେଇଦେଲା ସୂଚନା ଅନୁଯାଇ ଜଣା ପଡିଛି କି ଘରଭିତରେ ପଶି ଚାବି ଭାଙ୍ଗି ଘର ଭିତରୁ ସୁନା ରୁପା ସହ ଟଙ୍କା ପଇସା ଚୋରି ହେଇଥିବାର ସୂଚନା ମିଳିଛି, ବର୍ତ୍ତମାନ ଗଁନ୍ଦିଆ ପୋଲିସ ପହଞ୍ଚି ତାଙ୍କର ପ୍ରାରମ୍ଭ ଇନଭେଷ୍ଟିଙ୍ଗ ଚାଲିଛି l
