କୋରାପୁଟ l
ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର ରେ ଅଘଟଣ l
କୋରାପୁଟ ଜିଲ୍ଲା ର ମାଛ କୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର ରେ ଆଜି ଅପରାହ୍ନ ରେ କୌଣସି କାରଣ ରୁ ନିଆଁ ଲାଗି ଯାଇଥିଲା ଖବର ପାଇ ଦମକଳ ବାହିନୀ ଆଉ ପୋଲିସ ଟିମ ପହଁଚି ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିଥିଲେ ନିଆଁ ଏତେ ଯୋର ରେ ଲାଗିଥିଲା ଯେ ତାର ଶବ୍ଦ କିଛି ଦୂର ରେ ଥିବା ଗାଁ କୁ ଶୁଣାଯାଇଥିଲା l ଟରବାଇନି ଓ କିଛି ଯନ୍ତ୍ର ପାତି ରେ ନିଆଁ ଲାଗିଯାଇଥିଲା ବେଳେ ଜଣେ ଯନ୍ତ୍ରୀ ବି ଆହତ ହୋଇଥିବା ଜଣାପଡିଛି l କାହିଁକି ଓ କେଉଁ କାରଣ ରୁ ନିଆଁ ଲାଗିଲା ତାହା ତଦନ୍ତ ସାପେକ୍ଷ ହୋଇଥିବା ବେଳେ କିଛି ବର୍ଷ ତଳେ ବି ଏହି କେନ୍ଦ୍ର ରେ ନିଆଁ ଲାଗିଥିବା ଶୁଣିବାକୁ ମିଳିଛି l, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
