♔ ପ୍ରଥମ KCA ଆନ୍ତର୍ଜାତୀୟ FIDE ରେଟିଂ ଓପେନ୍ ଚେସ୍ ଟୁର୍ଣ୍ଣାମେଣ୍ଟ 2026
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଖୁସିକୁ ଜିତି,
ଶ୍ୱାସକୁ ରୋକି,
ଶିକାରକୁ ଧରିବା ପାଇଁ ମୁଁ ପ୍ରସ୍ତୁତ…
🏆 ଏବେ ସମୟ ଇତିହାସ ରଚିବାର!
💯 100% ନିଶ୍ଚିତ ପୁରସ୍କାର ବଣ୍ଟନ
🎖️ Prize Distribution Ceremony ମାଧ୍ୟମରେ ସମସ୍ତ ବିଜେତାଙ୍କୁ ସମ୍ମାନିତ କରାଯିବ।
♔ 1st KCA International FIDE Rating Open Chess Tournament 2026
📍 AC Auditorium, Vikash Residential School, Bhawanipatna
📅 03 June – 07 June 2026
💰 ମୋଟ ପୁରସ୍କାର ରାଶି: ₹2,00,000/-
⚡ ଯେଉଁଠାରେ ପ୍ରତ୍ୟେକ ଚାଳ ହେବ ଜୟର ପରିଚୟ!
