Lions Club Kesinga ସଦା ସମାଜସେବାରେ ଅଗ୍ରଣୀ
(କଳାହାଣ୍ଡି.ରମେଶ ଅଗ୍ଗ୍ରୱାଲ.:ନିପ୍ର)
ପ୍ରଚଣ୍ଡ ଗ୍ରୀଷ୍ମ ତାପରୁ କ୍ଷେତ୍ରସ୍ତରରେ କାର୍ଯ୍ୟରତ କେସିଙ୍ଗା ବ୍ଲକ୍ର ରେଭେନ୍ୟୁ କର୍ମଚାରୀମାନଙ୍କୁ ରାହାତ ପ୍ରଦାନ କରିବା ଉଦ୍ଦେଶ୍ୟରେ ୧୫୦ଟି କ୍ୟାପ୍ ବଣ୍ଟନ କରାଯାଇଥିଲା। ଏହି ସାମାଜିକ ପଦକ୍ଷେପ ପାଇଁ ତହସିଲଦାର ମ୍ୟାଡାମ୍ Lions Club Kesingaଙ୍କୁ ହୃଦୟଙ୍ଗମ କୃତଜ୍ଞତା ଓ ପ୍ରଶଂସା ଜଣାଇଥିଲେ।
Lions Club Kesinga ସଦା ସମାଜସେବାରେ ଅଗ୍ରଣୀ ଭୂମିକା ନିଭାଇ ଆସୁଛି ଏବଂ ଆଗାମୀ ଦିନରେ ମଧ୍ୟ ସେହି ନିଷ୍ଠା ଓ ସମର୍ପଣ ସହ ସମାଜ ସେବା ଜାରି ରଖିବ।
“Service is our Motto” — ଏହି ମନ୍ତ୍ରକୁ ଆଧାର କରି କ୍ଲବ୍ ସଦା ମାନବ ସେବାରେ ନିରନ୍ତର କାର୍ଯ୍ୟରତ ରହିଛି।
