ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଗୋପବନ୍ଧୁ ଏକାଡେମୀ ସ୍କୋୟାରରେ “ଫିଟ୍ ଇଣ୍ଡିଆ ଆନ୍ଦୋଳନ – ରବିବାର ସାଇକେଲରେ” ଅଭିଯାନରେ ମାନ୍ୟବର ଉଚ୍ଚଶିକ୍ଷା ଓ କ୍ରୀଡା ବ୍ୟାପାର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ମଧ୍ୟମ ନେତା ଶ୍ରୀ ଜଗନ୍ନାଥ ପ୍ରଧାନଙ୍କ ସହିତ ଯୋଗଦେଲି l
ଏହି ଅଭିଯାନ ଏକ ସ୍ୱଚ୍ଛ ପରିବେଶ ଏବଂ ଏକ ସକ୍ରିୟ ଜୀବନଶୈଳୀକୁ ପ୍ରୋତ୍ସାହିତ କରେ।
ଆସନ୍ତୁ ଏକାଠି ଏକ ସୁସ୍ଥ ଏବଂ ସ୍ୱଚ୍ଛ ଭାରତ ଗଠନ କରିବା
ସାଇକେଲ ଚାଳନା ଦୈନିକ ଜୀବନରେ ଅନ୍ତର୍ଭୁକ୍ତ କଲେ ଶରୀର ସୁସ୍ଥ, ମନ ପ୍ରସନ୍ନ ଓ ପରିବେଶ ସୁରକ୍ଷିତ ରହେ l
ରିପୋର୍ଟ ଜୀବନ ଜ୍ୟୋତି ରଣା ଭୁବନେଶ୍ୱର
