*ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଝରଣାମାଲ ଜଙ୍ଗଳରେ ହାତୀ, ଏକ ଟିକିଆ ହାତୀ ବୁଲୁଥିବା ଦେଖିବାକୁ ମିଳେ, ବନ୍ୟା ପ୍ରାଣୀ ବିଭାଗ ହାତୀ ଉପରେ ନଜର ଥିବା ବେଳେ ଡ୍ରୋନ ସହାୟତାରେ ଗତିବିଧି ଉପରେ ନଜର – ବନଖଣ୍ଡ ଅଧିକାରୀ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୫.୦୪.
ନୂଆପଡ଼ା ଜିଲ୍ଲା ବୋଡ଼େନ ଅଞ୍ଚଳ ରେ ହାତୀ ବୁଲୁଥିବା ଦେଖିବାକୁ ମିଳେ।ବୋଡ଼େନ ବ୍ଲକ୍ ଝରଣାମାଲ ଜଙ୍ଗଳରେ ହାତୀ ବୁଲୁ ଥିବା ବେଳେ ଏକ ଟିକିଆ ହାତୀ ବୁଲୁଥିବା ଦେଖିବାକୁ ମିଳୁଅଛି। ,ବନ ବିଭାଗ ଓ ବନ୍ୟା ପ୍ରାଣୀ ବିଭାଗ ହାତୀ ଉପରେ ନଜର ଥିବା ବେଳେ ଡ୍ରୋନ ସହାୟତାରେ ଗତିବିଧି ଉପରେ ନଜର ରଖାଯାଉଥିବା ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ପ୍ରକାଶ କରିଛନ୍ତି। ଗ୍ରାମବାସୀ ଙ୍କୁ ସଚେତନ କରିଥିବା ବେଳେ ଡ୍ରୋନର ସହାୟତା ନେବା ସହ ଆବଶ୍ୟକ ସ୍ଥଳେ ବିଜୁଳି କାଟ ମଧ୍ୟ ଦେଉଥିବା ପ୍ରକାଶ କରିଛନ୍ତି।
