ଆସନ୍ତୁ ଜୀବନ ଦେଇପାରିବା
ଆପଣଙ୍କ ରକ୍ତ କାହାର ନୁହେଁ ଜୀବନ ଦେଇପାରିବ ରକ୍ତ ଦାନ ମହାପୁର୍ଣ୍ୟ
Dat -05/04/2026
Place – ଯାଜପୁର /ବିଂଝାରପୁର ବ୍ଲକ ରୁ ବିଜୟ କୁମାର ବାରିକି
Slug – ରକ୍ତ ଦାନ ମହାପୁର୍ଣ୍ୟ ଏ ଭଳି ମହତ କାଯ୍ୟ କରି ଆସୁଛନ୍ତି ବିଭିନ୍ନ ସଂଗଠନ ମାନେ ସେଭଳି ଆଜି ଗୋଢ଼ୀହ ବାଛୋଳ ନୋଡାଲ ଉ.ପ୍ରା. ବିଦ୍ୟାଳୟ ରେ ଅନୁଷ୍ଠିତ ହୋଉଯାଇଛି ସୁରଭି ପରିବାର ତରଫ ରୁ ଏକାଧିକ ପରିବାର ସାମିଲ ହୋଇଛନ୍ତି ଗୋଢ଼ିହ ବାଛୋଳ ଉ. ପ୍ରା. ବିଦ୍ୟାଳୟ ରେ ରକ୍ତ ଶିବିରରେ ନୁଆଁ ଜୀବନ ଦେଇପାରିବା ହଁ ଆଜ୍ଞା ଆପଣ ମାନଙ୍କ ରକ୍ତ କାହାକୁ ଏକ ନୁଆ ଜୀବନ ଦେଇପାରେ ବଞ୍ଚାଇ ବି ପାରେ ତେଣୁ ଆଜି ବହୁ ସଂଖ୍ୟାରେ ରକ୍ତ ଦାନ କରିଛନ୍ତି ବହୁ ଯୁବକ ଏବଂ ଯୁବତୀ ତାହା ସହିତ ବୁଦ୍ଧିଜୀବୀ ଓ ଗ୍ରାମ ବାସୀଙ୍କ ବହୁ ମାତ୍ରାରେ ସହଯୋଗ କରୁଛନ୍ତି ମଧ୍ୟ
ତେଣୁ ବହୁ ଖୁସି ଅନୁଭବ କରୁଛନ୍ତି ରକ୍ତ ଦାନ ମହାପୁର୍ଣ୍ୟ ଯଦି କିଏ ଯିବ ଟିଏ ପାଇପାରୁଛି ବହୁ ଖୁସିର କଥା ଏଭଳି କାର୍ଯ୍ୟକ୍ରମ କୁ ସବୁଆଡୁ ପ୍ରଶଂସା କରିଛନ୍ତି ତାହା ସହିତ ସୁରଭି ପରିବାର ଏଭଳି କାର୍ଯ୍ୟକ୍ରମ ବହୁତ ଭଲ କଥା ଏବଂ ମଙ୍ଗଳ କଥା,
