ନିମ୍ନ ମାନର କାମକୁ ବିରୋଧ କରିବାରୁ ସାମ୍ବାଦିକକୁ ହତ୍ୟା ଧମକ ସହ ଥାନାରେ ମିଥ୍ୟା ଏତଲା
- ଜଗତସିଂହପୁର ଜିଲ୍ଲା ଅନ୍ତରଗତ ବିରିଡି ବ୍ଲକ ଉକୁନ୍ଦରା ପଞ୍ଚାୟତ ରେ ମିଶନ ଶକ୍ତି ଗୃହ ନିର୍ମାଣ କାମ ଅତି ନିମ୍ନ ମାନର କାମ ହୋଉଥିବାରୁ ସାମ୍ବାଦିକ ମୋନରଞ୍ଜନ ମହାପାତ୍ର ଫୋଟ ଏବଂ ଭିଡ଼ିଓ କରିବାରୁ ସମ୍ପୃକ୍ତ ଠିକାଦାର ରାକେଶ କୁମାର ଜେନା ଜୀବନରେ ମାରିଦେବାକୁ ଧମକ ଦେବା ସହ ଘର ପାଖକୁ ଯାଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଫୋଟ ଏବଂ ଭିଡ଼ିଓ ଡ଼ିଲିଟି ନକଲେ ଜୀବନରେ ମାରିଦେବା ସହ ପରିବାର ସମସ୍ତ କୁ ମାରିଦେବା କୁ ଧମକ ଦେବା ସହ ସାମ୍ବାଦିକ ଙ୍କ ନାମ ରେ 50000 ଟଙ୍କା ବଟି ମାଗିବାର ମିଥ୍ୟା ଅଭିଯୋଗ ଆଣି ଥାନା ଦୁରସ୍ଥ ହୋଉଛନ୍ତି ସମ୍ପୃତ ଠିକାଦାର
ପଞ୍ଚଯାତ ରାଜ ବିଭାଗ ପକ୍ଷରୁ ଉକୁନ୍ଦରା ଠାରେ ଚାଲିଥିବା ମିଶନ ଶକ୍ତି ଗୃହ ନିର୍ମାଣ କାମ ନିମ୍ନ ମାନ କାମ ହୋଉ ଥିବାରୁ ବିଡିଓ ଏବଂ ଜିଲ୍ଲାପାଳ ତୁରନ୍ତ ତଦନ୍ତ କରିବା ସହ
ବିନା ଫଳକ କାମ କରୁଥିବା ଠିକାଦାର ଙ୍କ ବିରୁଦ୍ଧରେ କାଯ୍ୟଅନୁଷ୍ଠାନ ନେବା ପାଇଁ ସାଧାରଣ ଦାବି ହୋଉଥିବା ସହ ସାମ୍ବାଦିକ ମନୋରଞ୍ଜନ ମହାପାତ୍ର ଦାବି କରିଛନ୍ତି! କିଛି ଗଣମାଧ୍ୟମ ପତିନିଧି କୁ ଧରି ସାମ୍ବାଦିକ ମନୋରଞ୍ଜନ ମହାପାତ୍ର କୁ ନକଲି ସାମ୍ବାଦିକ କହିବା ସହ ନିଦ୍ଧିଷ୍ଟ ଏକ ଗଣମାଧ୍ୟମ ତାଙ୍କ ବିରୁଦ୍ଧରେ ନକଲି ସାମ୍ବାଦିକ କହିବା ହା ସ୍ପଦ କହିଛନ୍ତି ମନୋରଞ୍ଜନ ମହାପାତ୍ର
