କୋରାପୁଟ /12/03
କୋରାପୁଟ ରେ ପେଟ୍ରୋଲ ର ଦୁର୍ଭିକ୍ଷ l
ଏକ ଘଟଣା କ୍ରମେ ଆଜି କୋରାପୁଟ ସହର ମଧ୍ୟ୍ୟରେ ଥିବା ସମସ୍ତ ପେଟ୍ରୋଲ ପମ୍ଫ ଗୁଡିକ ରେ ପେଟ୍ରୋଲ ର ଦୁର୍ବିକ୍ଷ ଦେଖିବାକୁ ମିଳିଥିଲା ଏପରିକି କେଉଁଠି ପେଟ୍ରୋଲ ପମ୍ଫ ଗୁଡିକ ରେ ଗ୍ରାହକ ଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା ତ ଆଉ କେଉଁଠି ପେଟ୍ରୋଲ ପମ୍ଫ ଗୁଡିକ ରେ ଲୋକଙ୍କ ଗହଳି ଚହଳି ନ ଥିଲା ଗ୍ରାହକ ମାନେ ହତାଶ ହୋଇକି ପେଟ୍ରୋଲ ନ ପାଇ ନିଜ ଗାଡି ଗଡ଼ାଇ ଗଡ଼ାଇ ଆସୁଥିବା ର ଦେଖିବାକୁ ମିଳିଥିଲା l ସତେ ଯେମିତି ମଧ୍ୟପ୍ରାଚୀର ର ଯୁଦ୍ଧ ର ପ୍ରଭାବ କୋରାପୁଟ ଭଳି ଛୋଟ ସହର ରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ରେ ପଡିଥିବାର ଦେଖିବାକୁ ମିଳି ଥିଲା ଏପରିକି ରନ୍ଧନ ଗ୍ୟାସ ବି ଏବେ ଗ୍ୟାସ ଏଜେନ୍ସ ଗୁଡିକ ରେ ନ ଥିବାର ଗୁଜୁବ ସିଧସଳଖ ହାଣ୍ଡିଶାଳ ରେ ପଡିବ ବୋଲି ସାଧାରଣ ଆଲୋଚନା ହେଉଛି ଯଥା ଶ୍ରୀଘ୍ର ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ଏହା ଉପରେ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି, ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ
