ବିଞ୍ଝାରପୁର ଶିକ୍ଷା ଵେବସ୍ତା ଭୁଶୁଡିବାକୁ ବସିଥିବା ବେଳେ ବିଞ୍ଝାରପୁର ଶିକ୍ଷା ଅଧିକାରୀ ନୀରବଦ୍ରଷ୍ଟା କାହିଁକି |
ଯାଜପୁର /୧୨/୦୩/ଭଞ୍ଜଦୂତ : ସରୋଜ କୁମାର ଧଳ:ନିପ୍ର
ଯାଜପୁର ଜିଲ୍ଲା ବିଂଝାରପୁର ଅନ୍ତର୍ଗତ ବାଛୋଳ ଗ୍ରାମ ବାଛୋଳ ସରକାରୀ ପ୍ରାଥମିକ ବିଦ୍ୟାଳୟ ଟିରେ ଚାଉଳ ଚୋରୀ ହେଉ,ଅବା ଅଣ୍ଡାଚୋରି ହେଉ,ଯଦି କିଏ ପ୍ରଶ୍ନ କରୁ ଛନ୍ତି ତାହେଲେ ସାବଧାନ କାହିଁକି ନାଆଁ ହେଡ଼ମାଷ୍ଟ ସାଙ୍ଗେ ସାଙ୍ଗେ ଫୋନ କରି ପିଲା ଡାକି ଦେଉଛନ୍ତି ଦେଖୁନାହାନ୍ତି କେମିତି ପିଲା ସାଙ୍ଗେ ସାଙ୍ଗେ ଡାକିଦେଇଛନ୍ତି ଏଥିରୁ ଜଣା ପଡୁଛି ହେଡମାଷ୍ଟ ସିନା କିନ୍ତୁ ସବୁ କଥା ବୁଝୁ ଛନ୍ତି ହେଡମାଷ୍ଟ ଙ୍କ ପୁଅ ବୋଧେ ଏଥିରୁ ଚିନ୍ତା କରନ୍ତୁ ପିଲା ମାନଙ୍କ ଅଭିଭାବକ କିଛି କହି ପାରିବେ ନାହିଁ,ସବୁ ପୁଅ ବୁଝିବ ମାଆ ଚାକିରୀ କରିବେ କିଛି ବୁଝିବେ ନାହିଁ ସ୍କୁଲ ରେ ତାଙ୍କ ପୁଅକୁ ଫୋନ କରି ଡାକିବେ ସିଏ ଆସି ବୁଝିବ, ଏହି ସ୍କୁଲ ଅନିମିୟତା ଦେଖି ଆମେ ପହଂଚି ଥିଲୁ ବିଞ୍ଝାରପୁର ଶିକ୍ଷା ଅଧିକାରୀ ଙ୍କ ନିକଟରେ, କିନ୍ତୁ ମାସ ମାସ ବିତିଗଲେ ମଧ୍ୟ ଶିକ୍ଷା ଅଧିକାରୀ ଙ୍କ ଦେଖା ଅଛି ନାଁ ଫୋନ କଲେ ଫୋନ ଉଠାଉ ଛନ୍ତି | କାହା ଇଙ୍ଗିତରେ ଏତେ ବଳିୟାନ ବିଞ୍ଝାରପୁର ଶିକ୍ଷା ଅଧିକାରୀ,କିଛି ଟଙ୍କା ଲାଞ୍ଚ ନେଈ ବସିଯାଇଥିବାର,ମଧ୍ୟ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି, ଏହାବି କହିଛନ୍ତି ତୁରନ୍ତ ଏହାକୁ ତଦନ୍ତ ଘେରକୁ ଅଣାଯାଉ ପ୍ରକୁତ ଦୋଷୀକୁ ତୁରନ୍ତ ପରିସର ଭୁକ୍ତ କରାଯାଉ |
