ସରକାରୀ ସହାୟତା କୋମଲଚନ,ପରିବାର, କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପଞ୍ଚାୟତର ମାଳତିଗୁଡା ଗ୍ରାମ ରେ କୋମଲୋଚନ ମୁଦୁଲି ଝିଅ କୌଶଲ୍ୟା ମୁଦୁଲି ଏବଂ ପୁଅ ଧବୁଲୁ ମୁଦୁଲି କୁ ନେଇ ରହୁଛିନ୍ତି ପରିବାର କୋମଳଚନ ଙ୍କ ସ୍ୱାସ୍ଥା ଅବସ୍ଥା ଖରାପ ଥିବାରୁ ସେ ଅର୍ଥ ରାଜଗାର କରି ପାରୁ ନାହାନ୍ତି ପରିବାର ପ୍ରତିପୋଷଣ କରିବା ତାଙ୍କ ପକ୍ଷେ କୋଷ୍ଟକର ହେଉଛି ସିଏ କୋରାପୁଟ ମେଡିକାଲ ଚିକିତ୍ସା କରିଇବା ପାଇଁ ଅର୍ଥ ର ଅଭାବ ରହିଥିବା ଗ୍ରାମ ବାସୀ କରିଛନ୍ତି ସରକାର ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଗ୍ରାମ ବାସୀ ଦାବି କରୁନ୍ତି କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
