ହିନ୍ଦୋଳ ଉପଖଣ୍ଡ ଗୋପାଳପୁର ନିକଟରେ କଳା ମୁଗୁନି ପଥର ଖଣି ରେ ବିସ୍ପୋରଣ ଘଟି 4 ଶ୍ରମିକ ମୃତ ଏକାଧିକ ଆହତ ଘଟଣା ସ୍ଥଳରେ ପୋଲିସ ର ତଦନ୍ତ ଜାରି ଘଟଣା କୁ ଚପାଇ ଦେବାକୁ ଚାଲିଛି ସଡଯନ୍ତ୍ର
ରିପୋଟ ଗୋକୁଳାନନ୍ଧବେହେରା
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଆଜି ଅପରାହ୍ନ ପ୍ରାୟ ଘ ୫ ଟିକା ସମୟରେ ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ନିମିଧା ପଞ୍ଚାୟତ ଅଧୀନ ଗୋପାଳପୁର ଗ୍ରାମ ନିକଟରେ ଥିବା ଏକ କଳା ମୁଗୁନି ପଥର ଖଣି ରେ ବିସ୍ପୋରଣ ଘଟି 4ଜଣ ଶ୍ରମିକ ମୃତ ବରଣ କରିଥିଵା ବେଳେ ବହୁ ଶ୍ରମିକ ଆହତ ହୋଇଥିବା ଜଣାପଡିଛ।।ଖବର ପାଇ ମୋଟଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ବେଳେ ମୃତ ବରଣ କରିଥିଵା ଶ୍ରମିକ ମାନଙ୍କୁ ଲୁଚାଇ ରଖାଯାଇଥିବା କିମ୍ବା ଅନ୍ୟତ୍ର ନେଇ ପଳାଇଯାଇଥିଵା ଜଣାପଡିଛି।, ହିନ୍ଦୋଳ ଉପଖଣ୍ଡ ରେ ଏହିପରି ବହୁବେନିୟମ ପଥର ଖଣି ଚାଲୁଥିବା ବେଳେ ସ୍ଥାନୀୟ ପ୍ରଶାସନ ସବୁ ଜାଣି ନଜାଣିଲା ପରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇରହିଥିବା ଦେଖିବାକୁମିଳିଛି,
