*ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଠାରେ ପୌର ପ୍ରଶାସନ, ସହର ବାସିନ୍ଦା ଙ୍କ ଅଭିଯୋଗ ଶୁଣାଣି କରି ସମାଧାନ କରିଛନ୍ତି*
ନୂଆପଡା (ମିଖାଏଲ ନନ୍ଦ)
ତା:୨୪.୧୨.
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଠାରେ ପୌର ପ୍ରଶାସନ, ସହର ବାସିନ୍ଦା ଙ୍କ ଅଭିଯୋଗ ଶୁଣାଣି କରି ସମାଧାନ କରିଛନ୍ତି। ପୌର ପ୍ରଶାସନ ୱାର୍ଡ ରେ ଅଭିଯୋଗ ଶୁଣାଣି ଶିବିର ରେ ଯୋଗ ଦେଇଥିଲେ। ଖରୀଆର ରୋଡ ଅଧ୍ୟକ୍ଷା ଡ଼ ସୋନିଆ ଜୈନ୍, ଉପାଧ୍ୟକ୍ଷ ନିଶାନ୍ତ ଡାଗା, ନିର୍ବାହୀ ଅଧିକାରୀ କମଳାକାନ୍ତ ରଥ ୱାର୍ଡ ସଭ୍ୟ ଶବ୍ୟା ମାନେ ଯୋଗ ଦେଇଥିଲେ।
