*ନୂଆପଡା ରେ ମାରାଥନ ଦଳୀୟ ପ୍ରଚାର, କଳାହାଣ୍ଡି ସାଂସଦଙ୍କ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା*
ନୂଆପଡା ( ମିଖାଏଲ ନନ୍ଦ)
ନୂଆପଡା ରେ ମାରାଥନ ଦଳୀୟ ପ୍ରଚାର, କଳାହାଣ୍ଡି ସାଂସଦଙ୍କ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ନାମାଙ୍କନ ପାତ୍ର ଦାଖଲ ପର ଠାରୁ ଉଭୟ ସାଂସଦ ଦମ୍ପତ୍ତି, ବର୍ତ୍ତମାନ ସାଂସଦ ମାଳବିକା ଦେବୀ ଏବଂ ପୂର୍ବତନ ସାଂସଦ ଅର୍କ କେଶରୀ ଦେଇ ମିଳି ରୂପେ ନିର୍ବାଚନ ମଇଦାନ ରେ ବିଜେପି ଦଳୀୟ ପ୍ରାର୍ଥୀଙ୍କୁ ଜୟ ର ବିଜୟ ସୁନିଶ୍ଚିତ କରିବା ର ପ୍ରୟାସ କରିଛନ୍ତି। ପରିଶ୍ରମ ନିଶ୍ଚିତ ରୂପେ ଫଳ ପ୍ରଦ ହୋଇଥାଏ।
