ଢେଙ୍କାନାଳ (ଗୋକୁଳାନନ୍ଦ ବେହେରା) : ଢେଙ୍କାନାଳ ଜିଲ୍ଲା କାମାକ୍ଷା ଉପଖଣ୍ଡ ତୁମୁସିଂହା ପଂଚାୟତ ଅନ୍ତର୍ଗତ ମହୁଲଡଗର (ତୁଳସୀପସୀ) ଠାରେ ଆଜି ତା ୨୫/୦୮/୨୫ ରିଖରେ ଭାରତ ସରକାର ଙ୍କ Consumer welfare and legal compliance commission ତରଫରୁ ଖାଉଟି କଲ୍ୟାଣ ଭାରତ ସରକାର ଙ୍କ ଓଡିଶା ନିର୍ଦେଶକ ମୁଖ୍ୟ ଶ୍ରୀମତୀ ନୀଳିମା ରାଣୀ ପାତ୍ର ଙ୍କ ତତ୍ୱାବଧାନରେ “ସୁସ୍ଥ ଗ୍ରାମ ନିରୋଗ ଜନ”Health village disese free people ଆହ୍ୱାନ ରେ ଡେଙ୍ଗୁ ଓ ମ୍ୟାଲେରିଆ ର ସଚେତନ କାର୍ଯ୍ୟକ୍ରମ ପର୍ଶୁରାମ ମହାଭୋଇ ଙ୍କ ଦାୟିତ୍ୱ ରେ ଆଶା, ଅଙ୍ଗନବାଡି, ମହିଳା shg ଗ୍ରୁପ, ସ୍ୱାସ୍ଥ୍ୟ ସେବିକା ଙ୍କ ସହଯୋଗ ରେ ପୁରା ଗ୍ରାମରେ ସଚେତନ ସହ ମଶାରୀ ବଣ୍ଟନ କରାଯାଇଥିଲା. ୫୦ ଟି ପରିବାର ର ୩୦୦ ଲୋକଙ୍କୁ ସଚେତନ କରାଯାଇଥିଲା.. ଏହି କାର୍ଯ୍ୟକ୍ରମ ରେ ଆୟୋଜକ ପର୍ଶୁରାମ ମହାଭୋଇ ସହ ପ୍ରଭାତ ବେହେରା, ମଦନ ହେମ୍ବ୍ରମ, ସାଇପ୍ରଦ ସତପଥି, ମଙ୍ଗରାଜ (ଉପଦେଷ୍ଟା ), ପ୍ରମୁଖ ଉପସ୍ଥିତ ରହି ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଦିଗରେ ଅଭିଭାଷଣ ମାଧମରେ ସଚେତନ କରିଥିଲେ ।
