ଦୁର୍ଘଟଣାଗ୍ରସ୍ତ ପରିବାରକୁ ମିଳିଲା କ୍ଷତିପୂରଣ
ବାରିପଦା ( )ଜଳେଶ୍ୱର ଥାନା ଅନ୍ତର୍ଗତ ଗୋବପଟ୍ଟା ଗ୍ରାମ ତ୍ରିଲୋଚନ ମହାନ୍ତି ଗତ ୨୦୨4 ମାର୍ଚ୍ଚ 1୦ ତାରିଖରେ WB33A/9878 ନମ୍ବର ବିଶିଷ୍ଟ ମହୀନ୍ଦିରା ପିକକ ଓ ମୁତ ତ୍ରିଲୋଚନ ମହାନ୍ତି ଙ୍କ ମଟର ସାକଲେ ଯାହାର ନମ୍ବର OD01M/2959 କୁ ଧକ୍କା ଦେବାରେ ମୁର୍ତ୍ତୁବରଣ ହୋଇ ଥିଲେ । ଏହି ଘଟଣାରେ ବାଲେଶ୍ବର ଜିଲ୍ଲା ଜର୍ଜ ଶ୍ରୀ ସତ୍ୟନାରାୟଣ ମିଶ୍ର ବିଚାର କରି ଜ଼ଉନ ଇନ୍ସୁରାନ୍ସ କମ୍ପାନୀକୁ 22,00000 କ୍ଳେମ କୁ 18,50,200. ଆଦେଶ ଦେଇଛନ୍ତି । ଯାହାକି ଯଟର ଦୁର୍ଘଟଣା କ୍ଷତି ପୂରଣ କେସ ନଂ୧03/୨୦୨4 ଅଟେ । ଇନ୍ସୁରାନ୍ସ କମ୍ପାନୀ ର east zone ପରିଚାଳନା ସଜିତ ରାୟ ଓ ଏହି କେସଟିକୁ ବାଲେଶ୍ୱର ର ନରେନ୍ଦ୍ର ନାଥ ପାଣିଗ୍ରାହୀ ଓକିଲ ଓ ଇନ୍ସୁରାନ୍ସ କମ୍ପାନୀର ଓକିଲ ବିଦ୍ୟୁତ କୁମାର ମହାନ୍ତି ପରିଚାଳନା କରୁଥିଲେ ।
