ଜଳେଶ୍ୱର ତେଘରୀ ଗ୍ରାମ ରେ 4 ଟି
ବ୍ରଇଲାର ଫାର୍ମ ରହିଛି ଲୋକ ଙ୍କ ବିନା ଅନୁମତିରେ ଯାହା ଫଳରେ ଲୋକ ମନେ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେଉଛନ୍ତି ପରିବେଶ ଏତେ ଖରାପ ଯେ ପ୍ରବଳ ମାଛି ମଶା ପାଟିରେ ପଶିଯାଉଛି ନାକ ଗନ୍ଧରେ ଫାଟୁଛି ମଲା କୁକୁଡ଼ା ଗୁଡ଼ିକ କୁକୁର ଟାଣି ନେଇ ବିଲ ବାଡ଼ି ଘରେ ପକାଉଛନ୍ତି ଜମିରେ ଭାଇରସ ପୋକ ଲାଗୁଛି ଚାଷୀ ବିଷ ଦେଇ ହାଲତ ଖରାପ ନିକଟରେ ଏକ ସାଧୁ ଚରଣ କଲେଜ ଅଛି ଜନସାଧାରଣ ପ୍ରଶାସନ ନିକଟରେ ଦାବି ଯେ ଏହାକୁ ଏଠାରୁ ବନ୍ଦ କରାଯାଉ
