ତାରିଖ: ୨୧/୦୮/୨୦୨୬
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗ ଠାରେ ଆୟୋଜିତ ପୂଜ୍ୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଜୀଙ୍କ (୧୦୦) ଶତବାର୍ଷିକ ମହୋଉତ୍ସବ ଉଘାଟନ ଉତ୍ସବରେ ଯୋଗ ଦେବା ପାଇଁ ଆଗମନ କରିଥିବା ଓଡ଼ିଶାର ଯଶସ୍ଵି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ମୋହନ ଚରଣ ମାଝୀ ଜୀଙ୍କୁ ହାର୍ଦ୍ଧିକ ସ୍ଵାଗତ ଜଣାଇବା ସହ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଧନା ଜଣାଇବା ଅବସରରେ ପୂଜ୍ୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଜୀଙ୍କ ତ୍ୟାଗ, ତପସ୍ୟା, ସେବା ଓ ସମାଜ ସଂସ୍କାରର ଆଦର୍ଶ ଆମ ସମସ୍ତଙ୍କୁ ସଦା ପ୍ରେରଣା ଯୋଗାଉଥିଲେ
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
