ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ଯାଜପୁରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି
ଯାଜପୁର:ତା:୫,୮,୨୬ ରିଖ(ଭଞ୍ଜଦୂତ ଖବର :ସରୋଜ କୁମାର ଧଳ )
ଯାଜପୁର ଜିଲ୍ଲାର ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ଯାଜପୁର ଜିଲ୍ଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି,ଏଥିରେ ଯାଜପୁର ଜିଲ୍ଲା ସଭାପତି ପଦ୍ମଲୋଚନ ନାୟକ ଓ ସମ୍ପାଦକ ବସନ୍ତ କୁମାର ମଲ୍ଲିକ ଙ୍କ ନେତୃତ୍ୱ ରେ ସଭା ଆୟୋଜନ କରା ଯାଇଥିଲା ମୁଖ୍ୟ ପ୍ରମୁଖ ରାଜ୍ୟସାଙ୍ଗଠାନିକ ସମ୍ପାଦକ ଗୌରାଙ୍ଗ ଚରଣ ମହି ଏଵଂ ନିର୍ମଳ ସାମଲ ପ୍ରମୁଖ ରହି ସ୍ବାଗତ ଜଣାଇଥିଲେ ଏବଂଅନ୍ତର୍ଜାତୀୟ ସ୍ତରରେ ଯେମିତି ସାମ୍ବାଦିକ କ୍ଷେତ୍ରରେ ଆଗକୁ କେମିତି ବଡିବେ ପ୍ରେରଣା ଯୋଗାଇବା ସହିତ ଚଳିତ ମାସ ୨୩ ତାରିଖରେ ପ୍ରଶିକ୍ଷଣ ରେ ଯୋଗଦେବା ସହିତ ,ଆମ ପାଖକୁ ଆସିଥିବା ୧୩ ଗୋଟି ଜିଲ୍ଲାର ସାମ୍ବାଦିକ ଭାଇ ମାନେ କେମିତି ସମ୍ମାନ ସହିତ ଆସିବେ ତା ଉପରେ ଆଲୋକ ପାତ କରିଥିଲେ , ଏଵଂ ତା ସହିତ ଯାଜପୁର ଜିଲ୍ଲାର ମିଡ଼ିଆ ସେଲ୍ ର ନୂତନ ଭାବେ ହେମନ୍ତ କୁମାର ନାୟକ ଙ୍କୁ ଦାୟତ୍ୟ ଦେଇଥିଲେ ଏହି ବୈଠକ ରେ ଆମ ସହିତ ଯୋଗଦେଇ ଥିଲେ ,ଜିତୁ ବେହେରା,ରାଜ୍ୟ ର ସଦସ୍ୟ ସରୋଜ କୁମାର ଧଳ,ଶ୍ରୀକାନ୍ତ ବିଶ୍ଵାଳ,ଏବଂ ଜିଲ୍ଲା ର ନିରୋଜ କୁମାର ସେଠୀ,ପ୍ରଦୀପ କୁମାର ପୃଷ୍ଟି, ଉଦୟ ନାଥ ଜେନା,ପ୍ରଭାତ ମଲ୍ଲିକ,ସୁଶାନ୍ତ କୁମାର ଜେନା,ଅଗ୍ନି ବେଶ୍ ଭାସ୍କର, ସଞ୍ଜୟ ନାୟକ, ଭାଗିରଥି ଜେନା,ମାନଶ କୁମାର ସାହୁ,ନଵଘନ ସାହୁ, ପ୍ରମୁଖ ଯୋଗଦାନ ଦେଇ ସହମତି ଜଣାଇଛନ୍ତି ମୁଖ୍ୟ ତ ଆଜି ରାଜ୍ୟ ସଙ୍ଗଠନିକ ସମ୍ପାଦକ ଗୌରାଙ୍ଗ ଚରଣ ମହି ୨୩ ତାରିଖରେ ହେବାକୁ ଥିବା ପ୍ରଶିକ୍ଷଣ ଶିବିର କେମିତି ସୂଚାରୁ ରୁପେ କରାଯିବ ଆଲୋଚନା କରିଥିଲେ,
