ଭିଡ଼ରୁ_ମିଳିବ_ମୁକ୍ତି ୧୦_ମିନିଟରେ_CRP_ରୁ_ଇନଫୋସିଟି
ଭୁବନେଶ୍ୱର ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଭିଡ଼ରୁ ମିଳିବ ମୁକ୍ତି। ମାତ୍ର ୧୦ ମିନିଟରେ ସିଆରପି ଛକରୁ ବାହାରି ଇନଫୋସିଟିରେ ପହଞ୍ଚି ହେବ। ବହୁ ପ୍ରତିକ୍ଷିତ ଏକାମ୍ର କାନନରୁ ଓଇଆରସି ଯାଏ ନୂଆ ରାସ୍ତା ଆଜି ଉଦଘାଟିତ ହୋଇଛି। IMAରୁ ଇନଫୋସିଟି ମଧ୍ୟଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ନୂତନ ରାସ୍ତାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏହି ରାସ୍ତାକୁ ଉଦଘାଟନ କରାଯାଇଛି।
ରିପୋର୍ଟ ଜୀବନ ଜ୍ୟୋତି ରଣା
