ଆଜିଠାରୁ ସ୍ଥାନୀୟ ଆଇ ଟି ଆଇ ପଡ଼ିଆରେ ସୁଭଦ୍ରା ଶକ୍ତି ମେଳା:
କଳା ସାହିତ୍ୟ ସଂସ୍କୃତି ପରମ୍ପରା ତଥା ଐତିହ୍ୟର ମାଟି ଏଇ ଆମ ବାଲେଶ୍ବର, ଯେଉଁଠି ମହିଳା ଶସକ୍ତିକରଣ ତଥା କଳା ସଂସ୍କୃତିର ପରିପ୍ରକାଶର ଅନନ୍ୟ ପ୍ରତୀକ ଆଜି ଠାରୁ ଆରମ୍ଭ ହେବାକୁ ଯାଉଥିବା ସୁଭଦ୍ରା ଶକ୍ତି ମେଳା। ମହିଳା ଶସକ୍ତିକରଣ କ୍ଷେତ୍ରରେ ଆମ ରାଜ୍ୟ ଖୁବ ଆଗୁଆ ରହିଥିବା ବେଳେ, ହସ୍ତତନ୍ତ ତଥା ହସ୍ତକଳାର ଖୁବ ସୁନ୍ଦର ସୁନ୍ଦର ସାମଗ୍ରୀ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହିଁ ରହିବ ସମସ୍ତଙ୍କ ପାଇଁ ଖୁବ ଆକର୍ଷଣର କେନ୍ଦ୍ରବିନ୍ଦୁ କହିଲେ ଅତ୍ୟୁକ୍ତି ହେବନାହିଁ।।।
