ବାରିକ ସଂଘ ର ଜିଲ୍ଲା ବୈଠକ ଅନୁଷ୍ଠିତ।
ବ୍ରହ୍ମପର-
ପୁରୁଷୋତ୍ତମପୁର ନିକଟସ୍ଥ ବଡ଼ରାମପଲ୍ଲୀ ଗ୍ରାମ ମା ବାଗଦେବୀ ମନ୍ଦିର ପ୍ରାଙ୍ଗଣରେ ଚଳିତ ବର୍ଷର ପ୍ରଥମ ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଗଞ୍ଜାମ ଜିଲ୍ଲାର ବାଇଶି (୨୨ତାଲୁକାର ସଭାପତି, ସମ୍ପାଦକ ଓ କୁଳପ୍ରେମୀ ଭାଇ ମାନେ ଯୋଗ ଦେଇଥିଲେ। ଏହି ବୈଠକ ଜିଲ୍ଲା ସଭାପତି ପ୍ରସନ୍ନ କୁମାର ଡାକୁଆଙ୍କ ଅଧ୍ୟକ୍ଷତାରେ ରେ ଜିଲ୍ଲା ସାଧାରଣ ସମ୍ପାଦକ /ସୋରଡ଼ା ତାଲୁକା ସଭାପତି ଅଜିତ କୁମାର ବେହେରା ସଭାକାଯ୍ୟ ପରିଚାଳନା କରିଥିଲେ।ଏହି ବୈଠକ ରେ ବାରିକ ସମାଜର ସର୍ବାଙ୍ଗୀନ ଉର୍ନତି ପାଇଁ ବହୁ ନୂତନ ନିୟମ କରାଗଲା।ନିୟମାବଳୀ ଗୁଡିକ ହେଲା 1.ସମାଜରେ ଥିବା କୁସଂସ୍କାର ତଥା ବାଲ୍ୟ ବିବାହ, ବର୍ତ୍ତନ, ଗୋଡ଼ ଧୂୟା, ମୃତ୍ୟୁ ଖବର ଗାଁ ଗାଁ ବୁଲି କହିବା, ନବ ଗୃହଯୁକ୍ତ ଝିଅ ଭୋଜି କରିବା ଇତ୍ୟାଦି ବ୍ୟବସ୍ଥା କୁ ସମ୍ପୂର୍ଣ ବାରଣ କରାଗଲା,ବିବାହ ଯୋଗ୍ୟ ବିବାହ ହୋଇପାରୁନଥିବା ଝିଅମାନଙ୍କୁ ବିବାହ ସଂସ୍କାର କରିବା ବ୍ୟବସ୍ଥା କରିବା ଏହି ବୈଠକ ରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗୌରୀଶଙ୍କର ବେହେରା, ଜିଲ୍ଲା ଉପ ସଭାପତି ଶମ୍ଭୁନାଥ ବାରିକ ଓ କାମେଶ୍ୱର ବାରିକ, ଜିଲ୍ଲା ଓ ଧରାକୋଟ ସମ୍ପାଦକ ଭିକାରି ଚରଣ ଡାକୁଆ, ଧରାକୋଟ ସଭାପତି ମନୁ ଡାକୁଆ, ତାରାତାରିଣୀ ମଣ୍ଡଳ ସଭାପତି ବିପିନି ଡାକୁଆ, ଘୁମୁସର ତାଲୁ୍କା ସମ୍ପାଦକ ଜିଲ୍ଲା ଯୁବ ଉପସଭାପତି ଶିବ ପ୍ରସାଦ ପଶୟତ, କୋଷାଧକ୍ଷ ଜିଲ୍ଲା ସଂଗଠକ ରମେଶ ଡାକୁଆ, ଘୁମୁସର ତାଲୁକା/ଜିଲ୍ଲା ମେମ୍ବର ବଳରାମ କାଞ୍ଜିଆ, ଖଲିକୋଟ ତାଲୁକା ସଭାପତି ସିମାଞ୍ଚଳ ବାରିକା, ପୂର୍ବ ଖଣ୍ଡ ସଭାପତି କୃଷ୍ଣ ଚନ୍ଦ୍ର ଡାକୁଆ,ଟେରେସ୍ଥାନ ସଭାପତି ସୁରେନ୍ଦ୍ର ବେହେରା,ସମ୍ପାଦକ ରବିନାରାୟଣ ବେହେରା କବିସୂର୍ଯ୍ୟନଗର ତାଲୁକା ସଭାପତି ମନୋଜ କୁମାର ଡାକୁଆ, ସଂପାଦକ ଗୌରହର ଡାକୁଆ, ମହୁରୀ ତାଲୁକା ବ୍ରହ୍ମପୁର ମଣ୍ଡଳ ସମ୍ପାଦକ କୁମୁଦ ଚନ୍ଦ୍ର ବେହେରା ଓ ସହ ସମ୍ପାଦକ ରମେଶ ଚନ୍ଦ୍ର ବେହେରା(ସାମ୍ବାଦିକ), ବଡ଼ଗଡ଼ ତାଲୁକା ସଭାପତି ଶିବରାମ ବେହେରା ସମ୍ପାଦକ ବୁଲୁରାମ ଡାକୁଆ ଶେରଗଡ଼ ଉପସଭାପତି କୋଦଳା ସଭାପତି ଦିବାକର ହେହେରା, ଉପ ସଭାପତି, ସମ୍ପାଦକ ମନୋରଞ୍ଜନ ବାରିକ, ଭିତର ମହୁରୀ ସଭାପତି, ସମ୍ପାଦକ,ଆମ୍ବଗଡ଼ ସଭାପତି, ବିରୁଡି ତାଲୁକା ସଭାପତି କୈଳାଶ ବେହେରା,ଘଟିପାରୀ ସମ୍ପାଦକ ପ୍ରଫୁଲ୍ଲ ଡାକୁଆ ସୋରଡ଼ା ତାଲୁକା ସହ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ l
