ପୁରୀ ଜିଲ୍ଲା ଗଡ଼ମୃର୍ଗଶିରା ଗ୍ରାମ ପଞ୍ଚାୟତ ପାଖରେ ଥିବା ବଘା ଗ୍ରାମର ବେହେରା ସାହିରୁ ଏକ ଅଜଣା ପକ୍ଷୀ କୁ ଦେଖିକରି ଲୋକ ଓ ଛୋଟ ପିଲାମାନେ ଭୟଭିତ.. ତାପରେ ବଘା ଗ୍ରାମରେ ଥିବା ବଳରାମ ମହାପାତ୍ର ଓ ଜାହା ବାରିରେ ଥିବା ଏ ପକ୍ଷୀ ସେମାନେ ମୋତେ ଫୋନ କରି କହିଲେ? ମୁୁଁ ସଙ୍ଗେସଙ୍ଗେ ଜାଇ କରିଦେଖେତ ସେ ଏକ ଅଜଣା ପକ୍ଷୀ ସଙ୍ଗେସଙ୍ଗେ ବାଲିଘାଇ ଫାଣ୍ଡି ସିସିର ମହାନ୍ତିଙ୍କୁ କଲ କରିଲି ସେ ବେସ୍ତ ଥିବାରୁ ମୁ ବାଲିଘାଇଫାଣ୍ଡିର ଜାନି ବାବୁଙ୍କୁ କଲ କରିବାରୁ ସେ ମୋତେ କହିଲେ ସାର ବେସ୍ତ ଅଛିନ୍ମ୍ରି ମୁ ବନବିଭାଗ ମଲିକ୍ ବାବୁଙ୍କୁ ଫୋନ କରୁଛି ସେ ତମ ପାଖକୁ କଲ କରିବେ. ସେବୀ କଲ ମୋତେ କରିଲେଣ ତାପରେ ମୁ ତାଙ୍କୁ ଯୋଡ଼ା ଲଙ୍ଗଙ୍କ ପାଖରେ ବଘା ଗ୍ରାମ ର ଠିକଣା ଦେଲି ତାପରେ ବନ ବୀଭାଗର ଗାଡ଼ି ପହଞ୍ଚିଲା ଓ ସେ ଗାଡିରେପକ୍ଷୀ ଟିକୁ ନେଇ ଗଲେ ଓ ଆମ ଗ୍ରାମବାସିଙ୍କୁ ଧନ୍ୟବାଦ ଜଣାଇଲେ ଗଡ଼ ମୁର୍ଗସିରା ରୁ ସନ୍ତୋଷ କୁମାର ମହାପାତ୍ରଙ୍କ ରିପୋଟ ଭଞ୍ଜ ଦୁତ ନିୟୁଜ୍
